ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫

Apr 29, 2026 - 14:44
 14
ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫

ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫; ଜାମ୍ମୁ କାଶ୍ମୀର ପୁନର୍ଗଠନ (କ) ବିଲ୍, ୨୦୨୫ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାର (କ) ବିଲ୍, ୨୦୨୫ ସମ୍ପର୍କିତ ମିଳିତ ସଂସଦୀୟ କମିଟି (JPC) ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା ସଂସଦୀୟ କମିଟିଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସାକ୍ଷାତ କରୁଛନ୍ତି |