ସେବା ସଂଙ୍କଳ୍ପ ପର୍ବ - ବିବରଣୀ
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସମଗ୍ର ରାଜ୍ୟରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ 'ସେବା ସଂକଳ୍ପ ଅଭିଯାନ-୨୦୨୬' ପାଳନ ବିବରଣୀ
'ସେବା ସଂକଳ୍ପ ଅଭିଯାନ-୨୦୨୬' ଅଧୀନରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଏଠାରେ ପ୍ରଦାନ କରାଯାଇଛି