ତିନି ଦିନରେ ଓଡିଶା ସରକାରଙ୍କ ବିଦେଶ ଗସ୍ତର ଯୋଗାଯୋଗକ୍ରମ...

Sep 13, 2026 - 10:01
 9
ତିନି ଦିନରେ ଓଡିଶା ସରକାରଙ୍କ ବିଦେଶ ଗସ୍ତର ଯୋଗାଯୋଗକ୍ରମ...

ୟୁଏଇ (UAE) ସହ ତିନି ଦିନିଆ ଯୋଗାଯୋଗ କାର୍ଯ୍ୟକ୍ରମ: ଏକ ସଂକ୍ଷିପ୍ତ ବିବରଣୀ

- ବ୍ୟକ୍ତିଗତ ସାକ୍ଷାତ (One-on-One Meetings): ୪୬- 

- ଗୋଲଟେବୁଲ୍ ବୈଠକ: ୬

- ମୋଟ ବ୍ୟବସାୟିକ ବୈଠକ: ୫୨

- ଗୋଲଟେବୁଲ୍ ବୈଠକରେ ମୋଟ ଅଂଶଗ୍ରହଣକାରୀ: ୧୬୦

- ସ୍ୱାକ୍ଷରିତ ବୁଝାମଣାପତ୍ର (MoU): ୮

- ନିବେଶ ପ୍ରସ୍ତାବ (IIF) ଗ୍ରହଣ: ୧୬

- ମୋଟ ପ୍ରସ୍ତାବିତ ନିବେଶ: ୨,୪୩,୧୬୨ କୋଟି ଟଙ୍କା

- ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସମ୍ଭାବନା: ୬,୧୮,୭୨୫

ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ପାଞ୍ଚ ବର୍ଷ ବ୍ୟାପୀ ନିର୍ମାଣ ପର୍ଯ୍ୟାୟରେ ଅତିରିକ୍ତ ୨,୭୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ସାମଗ୍ରିକ ନିଯୁକ୍ତି ସୃଷ୍ଟି ସମ୍ଭାବନା

ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସମ୍ଭାବନା ତଥା ନିର୍ମାଣ ପର୍ଯ୍ୟାୟରେ ସୃଷ୍ଟି ହେବାକୁ ଥିବା ନିଯୁକ୍ତିକୁ ବିଚାରକୁ ନେଲେ, ୟୁଏଇ ସହ ଯୋଗାଯୋଗ କାର୍ଯ୍ୟକ୍ରମରୁ ମୋଟ ନିଯୁକ୍ତି ସୃଷ୍ଟି ସମ୍ଭାବନା ୮,୯୫,୭୨୫ ବୋଲି ଆକଳନ କରାଯାଇଛି।