ସୋମନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ସୋମନା ନାଥ ଅମୃତ ମହୋତ୍ସବରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଗୁଜରାଟସ୍ଥିତ ଶ୍ରୀସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷପୂର୍ତି ପାଳନ ଉପଲକ୍ଷେ ଆୟୋଜିତ ହେଲା ଅମୃତ ମହୋତ୍ସବ
ସୋମନାଥ ମନ୍ଦିର ଅଟଳ ବିଶ୍ବାସ, ଦିବ୍ୟତା ଏବଂ ଭାରତର ଶାଶ୍ବତ ଆତ୍ମାର ଏକ ପବିତ୍ର ପ୍ରତୀକ ଭାବରେ ଠିଆ ହୋଇଛି: ପ୍ରଧାନମନ୍ତ୍ରୀ
ଠିକ୍ ୭୫ ବର୍ଷ ପୂର୍ବେ ଆଜିର ଦିନରେ ଶ୍ରୀସୋମନାଥ ମନ୍ଦିରର ପୁନରୁଦ୍ଧାର କୌଣସି ଗସି ସାଧାରଣ ଘଟଣା ନଥ୍ଲା; ଯଦି ଭାରତ ୧୯୪୭ରେ ସ୍ବାଧୀନତା ପାଇଥିଲା, ତେବେ ୧୯୫୧ରେ ସୋମନାଥର ପ୍ରାଣପ୍ରତିଷ୍ଠା ଭାରତର ସ୍ବାଧୀନ ଚେତନାର ଉଦଘୋଷ କରିଥିଲା: ପ୍ରଧାନମନ୍ତ୍ରୀ
ସୋମନାଥ ଅମୃତ ମହୋତ୍ସବ ଆଗାମୀ ଏକ ହଜାର ବର୍ଷ ପାଇଁ ଭାରତର ପ୍ରେରଣା: ପ୍ରଧାନମନ୍ତ୍ରୀ
ଲୁଟେରାମାନେ ସୋମନାଥ ମନ୍ଦିରର ଶୋଭାକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ; ସେମାନେ ଏହାକୁ କେବଳ ଏକ ଭୌତିକ ଢାଞ୍ଚା ବୋଲି ଭାବି ଏହା ଉପରେ ବାରମ୍ଵାର ଆକ୍ରମଣ କରିଥିଲେ; ମନ୍ଦିରକୁ ବାରମ୍ବାର ଭଙ୍ଗା
ଯାଇଥିଲା ଏବଂ ଏହାକୁ ବାରମ୍ଵାର ପୁନଃନିର୍ମାଣ କରାଯାଇଥିଲା, ପ୍ରତେ ଥର ଏହା ମୁଣ୍ଡ ଟେକି ଉଠିଲା: ପ୍ରଧାନମନ୍ତ୍ରୀ
ନାଥ ମନ୍ଦିରର ମଧ୍ଯ ପୁନଃନିର୍ମାଣ ନଃନିର୍ମାଣ କରାଯାଇ ଶ୍ରୀ ସୋମନା ପାଇଥିଲା, ଏବଂ ଦେଶ ଶହ ଶହ ବର୍ଷର କଳଙ୍କକୁ ମଧ୍ଯ ଧୋଇ ଦେଇଥ୍ଲା: ପ୍ରଧାନମନ୍ତ୍ରୀ
କୌଣସି ଣସି ଦେଶ ନିଜର ମୂଳ ସହିତ ଜଡିତ ରହିଲେ ହିଁ ଦୀର୍ଘ ସମୟ ପାଇଁ ମଜବୁତ ରହିପାରିବ ବୋଲି ସୋମନାଥ ଆମକୁ ସ୍ମରଣ କରାଇ ଦେଇଥାଏ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେଇଛନ୍ତି ।
ଶ୍ରୀ ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିର ପରିସରରେ ଏକ ବିଶାଳ ସମାବେଶକୁ ସମ୍ବୋସ୍ତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ କେବଳ ଏକ ଆନୁଷ୍ଠାନିକ ଉତ୍ସବ ନୁହେଁ, ବରଂ ଭାରତର ଶାଶ୍ବତ ଚେତନା ଏବଂ ସଭ୍ୟତାଗତ ଶକ୍ତି ଭାବେ ବର୍ଣ୍ଣନା କରିଥିଲେ I ଏହି ଐତିହାସିକ ସମାବେଶରେ ଦିବ୍ୟ ଭକ୍ତି ଏବଂ ରାଷ୍ଟ୍ରୀୟ ଗୌରବର ଏକ ଉଲ୍ଲେଖନୀୟ ସଙ୍ଗମ ଦେଖିବାକୁ ମିଳିଥିଲା । ବୈଦିକ ମନ୍ତ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଏବଂ ସମୁଦ୍ର ଲହଡ଼ିର ଗର୍ଜନ ସହିତ এ ପବିତ୍ର ସ୍ଥାନର ପୁନଃନିର୍ମାଣ ଉତ୍ସବକୁ ଭବ୍ୟ ଆକାରରେ ପାଳନ କରାଯାଇଥିଲା ।
ପ୍ରାଚୀନ ଶାସ୍ତ୍ର ଜ୍ଞାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବ୍ରହ୍ମାଣ୍ଡ ଈଶ୍ବରଙ୍କଠାରୁ ଉତ୍ପନ୍ନ ହୁଏ ଏବଂ ତାଙ୍କ ମଧ୍ୟରେ ଲୀନ ହୁଏ I ଶ୍ରୀ ମୋଦୀ କହିଥିଲେ, ‘‘ଯତୋ ଜାୟତେ ପାଲ୍ୟତେ ୟେନ ବିଶ୍ବମ୍, ତମିଷମ୍ ଭଜେ ଲିୟତେ ୟତ୍ର ବିଶ୍ବମ୍'',-ଆଜି ଆମେ ଈଶ୍ବରଙ୍କ ନିବାସସ୍ଥଳୀ ପୁନଃନିର୍ମାଣର ଉତ୍ସବ ପାଳନ କରୁଛୁ I ନିଜର ବ୍ୟକ୍ତିଗତ ଭକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିଜକୁ ଦାଦା ସୋମନାଥଙ୍କ ଜଣେ ପରମ ଭକ୍ତ ଭାବରେ ବର୍ଣ୍ଣନା କରିଥିଲେ । ଏହି ମନ୍ଦିରକୁ ଅନେକ ଥର
ଆସିଥିବା ମନେ ପକାଇଥିଲେ I ଶ୍ରୀ ମୋଦୀ କହିଥିଲେ, ମୁଁ ତାଙ୍କ ସମ୍ମୁଖରେ ଅଗଣିତ ଥର ପ୍ରଣାମ କରିଛି, କିନ୍ତୁ ଆଜି ଯେତେବେଳେ ମୁଁ ଏଠାକୁ ଆସୁଥିଲି, ସେତେବେଳେ ସମୟର ଏହି ଯାତ୍ରା ମୋତେ ଏକ ସୁଖଦ ଅନୁଭୂତି ଦେଇଥିଲା ।’'
ପ୍ରଧାନମନ୍ତ୍ରୀ ଶ୍ରୀ ସୋମନାଥ ସ୍ବାଭିମାନ ପର୍ବ ଉପଲକ୍ଷେ କିଛି ମାସ ପୂର୍ବରୁ ଏହି ମନ୍ଦିରକୁ ତାଙ୍କର ଯାତ୍ରା ବିଷୟରେ ମନେ ପକାଇଥିଲେ । ଦୁଇଟି ସମାରୋହ ଏକସଙ୍ଗେ ସମ୍ପନ୍ନ ହେବାର ଅଭିନବ ମହତ୍ବ ଉପରେ ସେ ଆଲୋକପା ପାତ କରିଥିଲେ I ସେ କହିଥ୍ କହିଥିଲେ, ‘‘ପ୍ରଥମ ବିଧ୍ୱଂସର ୧୦୦୦ ବର୍ଷ ପରେ ମଧ୍ଯ ସୋମନାଥ । ଅବିନାଶୀ ରହିବା ଏବଂ ଆଜି ଏହି ଆଧୁନିକ ନିକ ସ୍ବରୂପର ପ୍ରାଣ ପ୍ରତିଷ୍ଠାକୁ ୭୫ ବର୍ଷ ପୂରଣ ହେବା ଅବସର ସରରେ ଆମକୁ ହଜାର ହଜାର ବର୍ଷର ଅମର ଯାତ୍ରାକୁ ଅନୁଭବ କରିବାର ସୁଯୋଗ ମିଳିଛି ।''
୧୯୫୧ରେ ଏହି ଐତିହାସିକ ପ୍ରାଣ ପ୍ରତିଷ୍ଠା ସମାରୋହର ଗୁରୁତ୍ବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା କୌଣସି ଣସି ସାଧାରଣ ଅବସର ନୁହେଁ। ଯଦି ଭାରତ ୧୯୪୭ରେ ସ୍ବାଧୀନ ହୋଇଥିଲା, ତେବେ ୧୯୫୧ରେ ସେ ସୋମନାଥର ପ୍ରାଣ-ପ୍ରତିଷ୍ଠା ଭାରତର ସ୍ବାଧୀନ ଚେତନାକୁ ଉଦଘୋଷ କରିଥିଲା ।
ଭାରତ ସ୍ବାଧୀନ ହେବାର ମାତ୍ର ଚାରି ବର୍ଷ ପରେ, ୧୯୫୧ ମସିହା ସିହାରେ ମନ୍ଦିରର ପୁନଃନିର୍ମା ନିର୍ମାଣର ଗଭୀର ମହତ୍ଵ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୫୦୦ ଗଡ଼ଜାତ ତ ରାଜ୍ୟର ରାଜନୈତିକ ଏକୀକରଣ ଏବଂ ସୋମନାଥକୁ ପୁନଃନିର୍ମାଣ କରିବା ଜରିଅ ରିଆରେ ନିଜ ଦୃଢ଼ ସଂକଳ୍ପର ପରିଚୟ ଦେଇଥିଲେ । ଯେତେବେଳେ ଭାରତ ବିଦେଶୀ ଗୋଲାମିରୁ ମୁକ୍ତ ମୁକ୍ତ ହୋଇଥିଲା, ସୋମନାଥର ପୁନଃନିର୍ମାଣ ସମକାଳୀନ ବିଶ୍ବକୁ ଏକ ବାର୍ତ୍ତା ଦେଇଥିଲା ଯେ ଭାରତ କେବଳ ସ୍ବାଧୀନ ହେଉ ନାହିଁ, ବରଂ ଏହାର ପ୍ରାଚୀନ ଗୌରବକୁ ମଧ୍ଯ ଫେରି ପାଉଛି ବୋଲି ଶ୍ରୀ ମୋଦୀ କହିଥିଲେ I
ଏହି ସମାରୋହର ବହୁମୁଖ୍ ମହତ୍ବ ଉପରେ ର ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେ କେବଳ ୭୫ ବର୍ଷର ପୁନରାବଲୋ ଲୋକନକୁ ଦେଖୁନାହାନ୍ତି । ଏଠାରେ ସେ ସୃଜନ ଏବଂ ବିଧ୍ବଂସ ସେହି ସଂକଳ୍ପକୁ ଦେଖୁଛନ୍ତି ଯାହାକୁ ।ହାକୁ ସୋମନାଥ । ପୂରଣ । କରିଛି । ଏହି ପବିତ୍ର ପରିସରରେ ରିସରରେ ଅସତ୍ୟ ଉପରେ ସତ୍ୟର ଶାଶ୍ବତ ବିଜୟକୁ ପ୍ରତ୍ୟକ୍ଷ ରୂପେ ଦେଖୁଥିବା ସେ କହିଥିଲେ ।