ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ

ଦେବଗଡ: ଦେବଗଡ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଟିପିରସିଂହା ଗ୍ରାମରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଘର ଅଗଣାରେ ନିଆଁ ପୁଇଁ ହେଉଥିବାବେଳେ ଏକ ଦନ୍ତା ହାତୀ ଆସି ଦଳି ଦେବାରୁ ଦାଦା ଝିଆରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l ମୃତକ ହେଲେ ସୁରୁବାଲି କିସାନ ଓ ତାଙ୍କ ଝିଆରୀ ଖଇରି କିସାନ l

ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ