୧୦୬ ତମ ଜନ୍ମ ଜୟନ୍ତୀରେ...
ଆଜି ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବଗତଃ ନୀଳମଣି ରାଉତରାୟଙ୍କ ୧୦୬ତମ ଜନ୍ମଜୟନ୍ତୀ।
ଏହି ଅବସରରେ ନୀଳମଣି ରାଉତରାୟ ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ସ୍ଥିତ ଏ ଜି ଛକରେ ନୀଳମଣି ରାଉତରାୟଙ୍କ ପୂର୍ଣବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଉତ୍ସବରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik, ଏବଂ ମନ୍ତ୍ରୀ ଗଣ, ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ପୂର୍ବତନ ବିଧାୟକ, ଏବଂ ବିଭିନ୍ନ ପଦପଦବୀରେ ଥୂବା ବେକ୍ତିବିଶେଷ ଏବଂ ସନ୍ନମାନିତ ଅତିଥ୍ଙ୍କ ଉପସ୍ଥିତ ଫାଉଣ୍ଡେସନ ପାଇଁ ଏକ ଗର୍ବିତ ଦିନ।
*
*
*
*