୬୦ ବର୍ଷ ବୟସର ମହିଳାଙ୍କ ପାଇଁ ଖୁସି ଖବର.

Aug 1, 2025 - 14:34
 91
୬୦ ବର୍ଷ ବୟସର ମହିଳାଙ୍କ ପାଇଁ ଖୁସି ଖବର.

 ପରିଡା ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ସହଜ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବା | ସେମାନଙ୍କୁ ଆଉ ଭତ୍ତା ପାଇଁ ଦରଖାସ୍ତ କରିବାକୁ ପଡ଼ିବନି । ସେମାନଙ୍କ ନାଁ ସିଧାସଳଖ ବିଭାଗ ଏସ୍‌ଏସ୍‌ଇପିଡିକୁ ପଠାଇ ଦେବାର ବ୍ୟବସ୍ଥା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି | ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ୩ କିସ୍ତି । ୨ ଲକ୍ଷ ହିତାଧିକାରୀଙ୍କୁ ରିଜେକ୍ଟ କରାଯାଇଛି । Riject ର କାରଣ : IT Return ନୂଆ ଚାରି ଚକିଆ ଗାଡି କିଣିଵା ୫ ଏକର ଜମିର ମାଲିକ ପୋର୍ଟାଲ ଅଗଷ୍ଟ ୯ ପରେ କାର୍ଯ୍ୟକ୍ଷମ ହେବ ବାଦ ପଡ଼ିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉଥରେ ସର୍ଭେ କରାଯିବ ୨୧ବର୍ଷ ହୋଇଥିଲେ ଯୁବତୀ କି ମହିଳା ନୂଆ କରି ଆବେଦନ କରିପାରିବେ ।