୭୫ ବର୍ଷ ବୟସରେ ପରଲୋକ ହୋଇଗଲେ ଶ୍ରେଷ୍ଠ ଅଭିନେତା 'ନାନା ପାଟେକାର'...

Oct 8, 2026 - 09:07
 12
୭୫ ବର୍ଷ ବୟସରେ ପରଲୋକ ହୋଇଗଲେ ଶ୍ରେଷ୍ଠ ଅଭିନେତା 'ନାନା ପାଟେକାର'...

ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ପରଲୋକ । 

୭୫ ବର୍ଷ ବୟସରେ ନାନା ପାଟେକରଙ୍କ ଦେହାନ୍ତ ହୋଇଛି । 

ଗୋଆର ଡୋନା ପାଉଲାସ୍ଥିତ ତାଙ୍କ ଘରେ ସେ ଅଚେତ ଅବସ୍ଥାରେ ମିଳିଥିବା ରିପୋର୍ଟ ଆସିଛି । 

ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।

ତେବେ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିବା ରିପୋର୍ଟରେ କୁହାଯାଇଛି । 

ପ୍ରାରମ୍ଭିକ ଭାବେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଦାବି ହେଉଛି। 

ତେବେ ମୃତ୍ୟୁର ସଠିକ୍ କାରଣ ନେଇ ଅଧିକ ସରକାରୀ ସୂଚନାକୁ ଅପେକ୍ଷା କରାଯାଉଛି ।