80 ବର୍ଷରେ ପଦାର୍ପଣ କଲେ ନବୀନ ପଟ୍ଟନାୟକ...

ବାସଭବନ ରେ ଶୁଭେଛୁ ଙ୍କ ଭିଡ଼ BCJD ର ବିଜୟୀ ପିଲା ଙ୍କୁ କହିଲେ ଆପଣ ମାନେ ହିଁ Real Gen Z ନବୀନ ପଟ୍ଟନାୟକ

Oct 17, 2026 - 09:47
Oct 17, 2026 - 00:24
 13
80 ବର୍ଷରେ ପଦାର୍ପଣ କଲେ ନବୀନ ପଟ୍ଟନାୟକ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି 80 ବର୍ଷରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସକାଳୁ ନବୀନ ନିବାସ ରେ ଭିଡ଼ ଲାଗି ରହିଥିଲା

ବିଜୁ ଜନତା ଦଳ ର ଏମପି , ବିଧାୟକ ଙ୍କ ସମେତ ବିଜୁ ଜନତା ଦଳ ର ନେତା ଓ କର୍ମୀ ମାନଙ୍କ ସମେତ ବିଭିନ୍ନ ବର୍ଗ ର ଜନସାଧାରଣ ନବୀନ ପଟ୍ଟନାୟକ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। 

ସନ୍ଧ୍ୟା ରେ ଛାତ୍ର ସଂସଦ ନିର୍ବାଚନ ଜିତିଥିବା ବିଭିନ୍ନ କଲେଜ ର ଛାତ୍ର ଛାତ୍ରୀ ମାନେ ନବୀନ ପଟ୍ଟନାୟକ ଙ୍କୁ ଭେଟି ଜନ୍ମ ଦିନର ଶୁଭେଛା ଜଣାଇଥିଲେ । 

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ Real GenZ ଭାବରେ ସମ୍ବୋଧିତ କରି ଭଲ କାମ ଜାରି ରଖିବାକୁ ଆଶୀର୍ବାଦ କରିଥିଲେ।