AIIMS ଭୁବନେଶ୍ବର ର ଗୁରୁତ୍ବପୂର୍ଣ ବୈଠକରେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ...
AIIMS ଭୁବନେଶ୍ବର ର ଗୁରୁତ୍ବପୂର୍ଣ ବୈଠକରେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ...
ଏହି ଅବସରରେ ଏଜୁକେଟିଭ୍ ଡାଇରେକ୍ଟର୍ ଶ୍ରୀ ଆଶୁତୋଷ ବିଶ୍ବାସ ଓ ସମସ୍ତ ସଦସ୍ୟବୃନ୍ଦ ସହ ବିଭିନ୍ନ ଅଧୂକାରୀମାନେ ଉପସ୍ଥିତ ଥୂଲେ।
ବୈଠକରେ ସଂସ୍ଥାର ସମଗ୍ର ଉନ୍ନତି, ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆହୁରି ଅଗ୍ରଗତି ସହିତ ରୋଗୀସେବାକୁ ସୁଦୃଢ଼ କରିବା ନେଇ ବିଭିନ୍ନ ଗୁରୁତ୍ଵପୂର୍ଣ ବିଷୟରେ ଆଲୋଚନା ହେଲା।
ଭୁବନେଶ୍ବର ଏମ୍ସକୁ ସାରା ଭାରତରେ ଏକ ନମ୍ବର ସ୍ବାସ୍ଥ୍ୟ ସଂସ୍ଥା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କର ସହଯୋଗ, ସମନ୍ବୟ ଓ ନିରନ୍ଧର ପ୍ରୟାସ ଏକାନ୍ତ କାମ୍ୟ ।