ASI ଦଳ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ରେ...

Oct 9, 2025 - 11:44
 3
ASI ଦଳ ଲିଙ୍ଗରାଜ ମନ୍ଦିର ପରିଦର୍ଶନ ରେ...

ବଜ୍ରପାତରେ ପତାକା ପୋଡ଼ିଯିବା ପରେ ASI ଦଳ ଲିଙ୍ଗରାଜ ମନ୍ଦିର ଯାଞ୍ଚ କଲେ

ଲିଙ୍ଗରାଜ ମନ୍ଦିର ଉପରେ ବଜ୍ରପାତ ଘଟି ପତାକା ପୋଡ଼ିଯିବା ପରେ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ର ଏକ ଦଳ ମନ୍ଦିର ପରିସର ଯାଞ୍ଚ ପାଇଁ ପରିଦର୍ଶନ କରିଥିଲେ।

ଦଳର ସଦସ୍ୟମାନେ କ୍ଷୟକ୍ଷତି ଆକଳନ କରିବା ପାଇଁ ମନ୍ଦିରର ଶିଖର ଏବଂ ଆଖପାଖ ଅଞ୍ଚଳ ଯାଞ୍ଚ କରିଥିଲେ, 

ପୋଡ଼ିଯାଇଥିବା ପତାକାକୁ ବାହାର କରାଯାଇଥିଲା, 

ବଦଳରେ ସେହି ସ୍ଥାନରେ ଏକ ନୂତନ ପତାକା ଲଗା ଯାଇଥିଲା।