ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ
ବର୍ତ୍ତମାନ 86% ପରିବାର ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି
ଭାରତରେ ସାଇବର ସୁରକ୍ଷା ଘଟଣା 2022ରେ 10.29 ଲକ୍ଷରୁ ବୃଦ୍ଧି ପାଇ 2024ରେ 22.68 ଲକ୍ଷରେ ପହଞ୍ଚିଛି
ସାଇବର ସୁରକ୍ଷା ପ୍ରକଳ୍ପ ଲାଗି କେନ୍ଦ୍ର ବଜେଟ୍ 2025-26ରେ 782 କୋଟି ଟଙ୍କା ଆବଣ୍ଟନ କରାଯାଇଛି
ସାଇବର ଠକେଇ ସହ ଜଡ଼ିତ 9.42 ଲକ୍ଷରୁ ଅଧୂକ ସିମ୍ କାର୍ଡ ଏବଂ 2,63,348 ଆଇଏମଇଆଇକୁ ବନ୍ଦ କରାଯାଇଛି
ତୁରନ୍ତି ସାଇବର ସୁରକ୍ଷା ସହାୟତା ଲାଗି ଏକ ସ୍ବତନ୍ତ୍ର 1930 ହେଲ୍ପଲାଇନ ନମ୍ବର ପ୍ରସ୍ତୁତ କରାଯାଇଛି
''ମୁଁ ଏପରି ଏକ ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଥାଏ ଯେଉଁଠି ସାଇବର ସୁରକ୍ଷା ଆମ ରାଷ୍ଟ୍ରୀୟ ସୁରକ୍ଷାର ଅଭିନ୍ନ ଅଙ୍ଗ ହେବ।" ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତି ଦେଶରେ ସାଇବର ଠକେଇ ନିୟନ୍ତ୍ରଣ ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ
ଭାରତ ରତର ସାଇବର କ୍ଷେତ୍ର ବର୍ତ୍ତମାନ ସବୁଠୁ ବ୍ୟସ୍ତବହୁଳ ସମୟ ଦେଇ ଗତି କରୁଛି। ପ୍ରତ୍ୟେକ ଦିନ କୋଟି କୋଟି କାରବାର ଏବଂ ବିନିମୟ ହେଉଛି। ଏବେ ଦେଶର 86% ପରିବାର ପାଖରେ ଇଣ୍ଟରନେଟ୍ ସଂଯୋଗ ରହିଛି। ଏହା ଡିଜିଟାଲ ଇଣ୍ଡିଆ ଅଭିଯାନର ଅଭୂତପୂର୍ବ ପ୍ରଗତିକୁ ଦର୍ଶାଉଛି। ବର୍ଷିତ ଡିଜିଟାଲ ପରିସର ନାଗରିକମାନଙ୍କୁ ସେମାନଙ୍କ ହାତ ପାଆନ୍ତାରେ ଡିଜିଟାଲ ସେବାର ଉପଲବ୍ଧତା ସହଜ କରିଛି। ତେବେ ଏସବୁ ମଧ୍ୟରେ, ସାଇବର ଠକେଇ ଭଳି ଘଟଣା ଚିନ୍ତାର କାରଣ ପାଲଟିଛି।
ସୁତରାଂ, ସାଇବର ସୁରକ୍ଷା ଏକ ଜାତୀୟ ପ୍ରାଥମିକତା ପାଲଟିଛି।
ବେଆଇନ ଭାବେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ଆକ୍ସେସ୍ କରିବା, ଡାଟା ବା ତଥ୍ୟ ଚୋରି କରିବା କିମ୍ବା ଅନଲାଇନ୍ ସ୍କାମ୍ ଆଦିକୁ ସାଧାରଣତଃ ସାଇବର ଠକେଇ କୁହାଯାଏ। ଏହାଦ୍ବାରା ପୀଡ଼ିତମାନେ ପ୍ରାୟତଃ ଆର୍ଥିକ କ୍ଷତି ଏବଂ ମାନସିକ ଅଶାନ୍ତିର ସାମ କରନ୍ତି। ସାମ୍ନା
ସାଇବର ସୁରକ୍ଷା ଘଟଣା 2022ରେ 10.29 ଲକ୍ଷ ଥିବା ବେଳେ 2024ରେ ଏହା 22.68 ଲକ୍ଷକୁ ବୃଦ୍ଧି ପାଇଛି। ଏହି ଧାରା ଭାରତରେ ଡିଜିଟାଲ ବିପଦର ବ୍ୟାପକତା ଏବଂ ଜଟିଳତାକୁ ପ୍ରଦର୍ଶିତ କରିଥାଏ। ଜାତୀୟ ସାଇବର ଅପରାଧ ରିପୋର୍ଟି ପୋର୍ଟାଲ (ଏନସିଆରପି)ର ତଥ୍ୟ ମୁତାବକ 28 ଫେବୃଆରୀ 2025 ସୁଦ୍ଧା 36.45 ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଛି। ଯଦିଓ ଏହି ସମସ୍ୟା ଦିନକୁ ଦିନ ବଢ଼ୁଛି ତଥାପି ଦେଶରେ ସାଇବର ଠକେଇକୁ ଠାବ କରିବା ଏବଂ ଅଭିଯେ ଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଛି।
ସାଇବର ଠକେଇ କେବଳ ଗୋଟିଏ ଦୁଇଟି ପଦ୍ଧତି ମଧ୍ୟରେ ସୀମିତ ନାହିଁ। ବରଂ ନୂଆ ନୂଆ ପ୍ରଯୁକ୍ତି ଏବଂ ବ୍ୟବହାର ରକାରୀଙ୍କ ଆଚରଣକୁ ଆଧାର କରି ସାଇବର ଅପରାଧୀମାନେ ଠକେଇ ପାଇଁ ନୂଆ ନୂଆ ଉପାୟ ଏବଂ ପଦ୍ଧତି ଅବଲମ୍ବନ କରୁଛ କରୁଛନ୍ତି। ଏଥିଯୋଗୁ ହେଉଥିବା ଆର୍ଥିକ କ୍ଷତି କ୍ଷତି ସାଇବର ଠକମାନଙ୍କର ବିଶ୍ବସ୍ତରୀୟ ପହଞ୍ଚ ଏବଂ ସଂଗଠିତ ଅପରାଧର ସଂକେତ ଦେଉଛି। ଅଧୂକାଂଶ ଠକଙ୍କ ମୂଳ ଠିକଣା କଣା ଦକ୍ଷିଣପୂର୍ବ ଏସିଆ ହୋଇଥିବା ଜଣାପ ଗାପଡ଼ିଛି।
ସୁଫି ଭଳି ପଦ୍ଧତି ପଦ୍ଧତି ବ୍ୟବହାର କରି ଅପରାଧୀମାନେ ବିଶ୍ବସ୍ତ ଉତ୍ସର ପରିଚୟ ଦେ ଦେଇ ଏକାଧୂକ ଠକେଇ କରୁଛନ୍ତି। ଏଆଇ ବ୍ୟବହାର କରି ରି ଡିପଫେକର ଉପଯୋଗ ଏବଂ ଫିଶିଂ ଭଳି ମାମଲାରେ ଅପରାଧୀମାନେ ମାନେ ଜାଲ୍ ଇମେଲ୍ କିମ୍ବା ମେସେଜ୍ ପଠେଇ ବ୍ୟବହାରକାରୀଙ୍କ କାରୀଙ୍କ ଠାରୁ ସମ୍ବେଦନଶୀଳ ତଥ୍ୟ ଚୋରି କରି ନେଉଛନ୍ତି। ୟୁପିଆଇ ବର୍ତ୍ତମା ବର୍ତ୍ତମାନ ଦେଶର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ ଅର୍ଥ ଅର୍ଥପୈଠ ମାଧ୍ୟମ ପାଲଟିଛି। ତେବେ ଠକମାନେ ବେଆଇନ ମୋବାଇଲ ନମ୍ବର ଜରିଆରେ ୟୁପିଆଇରେ ଆର୍ଥିକ ଠକେଇ କରୁ କରୁଛନ୍ତି। ଦୂରସଞ୍ଚାର ବିଭାଗ ଏଥୂପାଇଁ ଏକ ଆର୍ଥକ ଠକେଇ ବିପଦ ସୂଚକ (ଏଫଆରଆଇ) ପ୍ରଚଳନ କରିଛି। ଏଥିରେ ସନ୍ଦିଗ୍ନ ସର୍ଦିଗ୍ଧ ମୋବାଇଲ ନମ୍ବରଗୁଡ଼ିକୁ ମଧ୍ୟମ, ଉଚ୍ଚ କିମ୍ବା ଅତି ଉଚ୍ଚ ବିପଦ ବର୍ଗରେ ବର୍ଗୀକୃତ କରାଯାଇଛି।
ଅନଲାଇନ ନ ବେଟିଂ ଓ ଗେମିଂ ଆପ୍ ଜରିଆରେ ମଧ୍ୟ ପ୍ରାୟ 400 କୋଟି ଟଙ୍କାର ଆର୍ଥକ ଠକେଇ ଅଭିଯୋଗ ଆସିଛି । ତେବେ ଏହାର । ମୁକାବିଲା ଲାଗି ଭାରତ ସରକାର 21 ଅଗଷ୍ଟ 2025ରେ ଅନଲାଇନ୍ ଗେମିଂ ପ୍ରୋତ୍ସାହନ ଏବଂ ନିୟନ୍ତ୍ରଣ ଆଇନ 2025 ପ୍ରଣୟନ କରିଛନ୍ତି। ଏହି ବିଧେୟକ ଜରିଆରେ ଅନଲାଇ ଲାଇନ୍ ଜୁଆ ଏବଂ ସଟ୍ଟାବାଜିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଆର୍ଥକ କାରବାର ସମ୍ପୂକୁ ଥିବା ସବୁପ୍ରକାର ଅନଲାଇନ ମନି ଗେମିଂର ପ୍ରଚାରପ୍ରସାର, ବିଜ୍ଞାପନ ଏବଂ ଆର୍ଥକ କାରବାର ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ ହୋଇଛି।
ଅନଲାଇନ ନାଗରିକମାନଙ୍କୁ ସୁରକ୍ଷା ଦେବା ଲାଗି ଭାରତ ସରକାର ଏକ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ସାଇଟ୍ରେନ୍ ପୋର୍ଟାଲ ମାଧ୍ୟମରେ ଛାମୁଆଁ ପୁଲିସ କର୍ମୀମାନଙ୍କୁ ସାଇବର ଅପରାଧର ତଦନୁ କରିବା ଲାଗି ଦକ୍ଷତା ପ୍ରଶିକ୍ଷଣ ଦିଆଯାଉଛି। ବର୍ତମାନ ସୁଦ୍ଧା ଏହି ପୋର୍ଟାଲରେ 1,05,796 ପୁଲିସ ଅଧୂକାରୀ ପଞ୍ଜୀକରଣ କରିଥିବା ବେଳେ 82,704 ଜଣଙ୍କୁ ତାଲିମ ଓ
ପ୍ରମୁଖ ସାଇବର ଫ୍ରଡ୍ସର ପ୍ରକାର
ଘୁଷୁରୀ
ଫ୍ୟାଣ୍ଟମ୍ ହ୍ୟାକିଂ ଏକ ସାଇବର ଠକେଇ ଯେଉଁଠାରେ ଠକମାନେ ସରକାରୀ କିମ୍ବା ଟେକ୍ ସପୋର୍ଟ ଅଧିକାରୀଙ୍କ ପରିଚୟ ନେଇ ମିଥ୍ୟା ଦାବି କରନ୍ତି ଯେ ପୀଡିତଙ୍କ ଡିଭାଇସ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ହ୍ୟାକ ହୋଇଛି, ସେମାନଙ୍କୁ ଠକି ଏକ "ସୁରକ୍ଷିତ" ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବାକୁ ବାଧ୍ୟ କରନ୍ତି - ଯାହା ପ୍ରକୃତରେ ଠକଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।
ଘୁଷୁରୀ ହତ୍ୟା ଏକ ଠକେଇ ଯେଉଁଠାରେ ପୀଡିତମାନଙ୍କୁ ନକଲି ସମ୍ପର୍କ କିମ୍ବା ଚାକିରି ପ୍ରସ୍ତାବରେ ପ୍ରଲୋଭିତ କରାଯାଏ | ବିଶ୍ୱାସ ସୃଷ୍ଟି ହେବା ପରେ, ଠକମାନେ ନକଲି ନିବେଶ କିମ୍ବା ଆର୍ଥିକ ଅନୁରୋଧ ମାଧ୍ୟମରେ ସେମାନଙ୍କୁ ଠକି ଦିଅନ୍ତି।
ଫ୍ୟାଣ୍ଟମ୍ ହ୍ୟାକିଂ |
ଭାରତରେ ସାଇବର ବିପଦ ଭୂଦୃଶ୍ୟ
ଡିଜିଟାଲ୍ ଭୂଦୃଶ୍ୟ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଦେଶ।
CERT-ଇନ୍ ସାଇବରସୁରକ୍ଷା ଅଡିଟ୍
2024-25 ରେ BFSI କ୍ଷେତ୍ର (ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା) ର 7,500 ରୁ ଅଧିକ CERT-In ଅଡିଟ୍ କରାଯାଇଛି
ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦
ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ। 2023
ଅନଲାଇନ୍ ବାଜି ଏବଂ ଜୁଆ
ବ୍ଲାକମଲ୍ ମାଧ୍ୟମରେ ୟୁଜର୍ସମାନଙ୍କୁ ସେମାନଙ୍କର ଡାଟା ଏବଂ ଏନଟି ଶୀଘ୍ର ବ୍ୟବହାର କରି ଠକନ୍ତୁ
ଅନଲାଇନ୍ ବାଜି ଠକେଇରେ ଅନଧିକୃତ ପ୍ଲାଟଫର୍ମଗୁଡ଼ିକ ଜୁଆ ଖେଳ ସହିତ ବ୍ୟବହାରକାରୀମାନଙ୍କୁ ପ୍ରଲୋଭିତ କରନ୍ତି ଏବଂ ଉଚ୍ଚ ଲାଭର ପ୍ରତିଶ୍ରୁତି ଦିଅନ୍ତି।
ଏହି ଆଇନଗୁଡ଼ିକ ଜାତୀୟ ଏଜେନ୍ସିଗୁଡ଼ିକୁ ଅପରାଧ ତଦନ୍ତ କରିବା, ସାଇବର ସ୍ୱଚ୍ଛତା ଲାଗୁ କରିବା ଏବଂ ଭାରତର ଡିଜିଟାଲ୍ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ କ୍ଷମତା ପ୍ରଦାନ କରେ।
ମେୱାଟ, ଜାମତାରା, ଅହମ୍ମଦାବାଦ, ହାଇଦ୍ରାବାଦ, ଚଣ୍ଡିଗଡ଼, ବିଶାଖାପାଟଣା ଏବଂ ଗୌହାଟି ଅଧିକ ସାଇବର ଅପରାଧ ରିପୋର୍ଟ କରୁଥିବା ପ୍ରମୁଖ ଅଞ୍ଚଳ ଭାବରେ ଉଭା ହୋଇଛନ୍ତି।
ଏପରି ସମ୍ବେଦନଶୀଳ କ୍ଷେତ୍ରରେ ତଦାରଖ ଏବଂ ସମନ୍ୱୟକୁ ସୁଦୃଢ଼ କରିବା ପାଇଁ, 14C ଅଧୀନରେ ସାତଟି ମିଳିତ ସାଇବର ସମନ୍ୱୟ ଦଳ (JCCTs) ଗଠନ କରଯାଉ
ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସାଇବର ଆଇନ ମଧ୍ୟ ସାଇବର କ୍ଷେତ୍ରକୁ ଅଧୂକ ସୁରକ୍ଷିତ କରିଛି । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, 2000 ଭାରତର ସାଇବର ଆଇନ ଢାଞ୍ଚାର ମୂଳଦୁଆ ଭାବରେ କାର୍ଯ୍ୟ କରେ। ଏହା ପରିଚୟ ଚୋରି, ପ୍ରତିରୂପଣ, କମ୍ପ୍ୟୁଟର ସମ୍ବଳ ମାଧ୍ୟମରେ ଦ୍ବାରା ଠକେଇ ଏବଂ ଅଶ୍ଳୀଳ କିମ୍ବା କ୍ଷତିକାରକ ସାମଗ୍ରୀର ପ୍ରସାରଣ ଭଳି ଅପରାଧି ମୁକାବିଲା କରିଥାଏ। ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସୁ ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ, 2021 ସାମାଜିକ ଗଣମାଧ୍ଯମ ମଧ୍ୟସୁ, ଡିଜିଟାଲ୍ ପ୍ଲାଟ ପ୍ଲାଟଫର୍ମ ଏବଂ
ଅନଲାଇନ୍ ବଜାରରେ ଉତ୍ତରଦାୟିତ୍ବ ସୁନିଶ୍ଚିତ କରେ। ଏହା ଏଆଇ ସମେତ ପରିବର୍ତ୍ତନଶୀଳ ପ୍ରଯୁକ୍ତିର ଅପବ୍ୟବହାରକୁ ରୋକିଥାଏ ଏବଂ ଏସବୁ ପ୍ଲାଟଫର୍ମ ଫର୍ମରୁ ବେଆଇନ ବିଷୟବସ୍ତୁ ଅପସାରଣକୁ ବାଧ୍ୟତାମୂଳକ କରେ। ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ, 2023 ସମସ୍ତ ବ୍ୟକ୍ତିଗତ ବ୍ୟକ୍ତିଗତ ତଥ୍ୟକୁ
ଆଇନଗତ ଭାବରେ ଏବଂ ଉପଭୋକ୍ତା ସମ୍ମତି ସହିତ ପରିଚାଳନା ଚାଳନା କରିଥାଏ। ଏହା ଭାରତର ଡିଜିଟାଲ୍ ପରିଦୃଶ୍ୟକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ଅଧୂକ ଦା ଦାୟିତ୍ଵସମ୍ପନ୍ନ ମ୍ପନ୍ନ କରିଥାଏ। ଏହି ଆଇନ ଧ୍ଯମରେ ରେ ବର୍ତ୍ତମାନ ସୁଦ୍ଧା ଠକେଇ ର୍ଯ୍ୟକଳାପ ସହିତ ଜଡିତ 9.42 ଲକ୍ଷରୁ ଅଧୂକ ସିମ୍ କାର୍ଡ এক° 2,63,348 খাও ଆଇଏମଇଆଇକୁ ବନ୍ଦ ବନ୍ଦ କରାଯାଇଛି।
ଭାରତୀୟ କମ୍ପ୍ୟୁଟର । ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି-ଇନ୍) ହେଉଛି ସାଇବର ସାଇବର ସୁରକ୍ଷା ଘଟଣାଗୁଡ଼ିକର ମୁକାବିଲା ପାଇଁ ଏକ ଜାତୀୟ ଏଜେନ୍ସି। ଏହା ସାଇବର ବିପଦ ଉପରେ ନଜର ରଖେ, ବିପଦ ଚିହ୍ନଟ ଚିହ୍ନ କରେ ଏବଂ ବଂ ଆବଶ୍ୟକ କ ପରାମର୍ଶ ଜାରି କରେ। ମାର୍ଚ୍ଚ 2025 ସୁଦ୍ଧା, ସିଇଆରଟି-ଇନ୍ 109ଟି ସାଇବର ସୁରକ୍ଷା ମକ୍ ଡ୍ରିଲ୍ ସୁବିଧା ଦେଇଛି ଛି ଯେଉଁଥୂ ଉଁଥୂରେ ବିଭିନ୍ନ ରାଜ୍ୟ ଏବଂ କ୍ଷେତ୍ରର ତ୍ରର 1,438ଟି ସଂଗଠନ ସାଇବର ପ୍ରସ୍ତୁତି ମୂଲ୍ୟାଙ୍କନ ଏବଂ ବଂ ଦୃଢ଼ତା ନିର୍ମାଣ ପାଇଁ ସାମିଲ ହୋଇଥିଲେ। ଭାରତରେ । ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ପାଇଁ ଜାତୀୟ ଗୁରୁତ୍ବପୂର୍ଣ୍ଣ ସୂଚନା ଭିତ୍ତିଭୂମି ସୁରକ୍ଷା କେନ୍ଦ୍ର ଗଠନ ନ କରାଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରତି ପ୍ରତିଷ୍ଠିତ ଭାରତୀୟ ସାଇବର ଅପରାଧ ସମନ୍ବୟ ସମନ୍ବ କେନ୍ଦ୍ର (ଆଇଫୋର୍ସି), ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ସଂଗଠିତ ଏବଂ ସମନ୍ବିତ ଭାବରେ ସାଇବର ଅପରାଧର ମୁକାବିଳ ମୁକାବିଲା କରିବା ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରଦାନ କରେ। ଆଇପେ ଆଇଫୋର୍ସି ଏବେ ସୁଦ୍ଧା, ସାଇବର ଠକେଇ ସହିତ ଜଡିତ 3,962 ସ୍କାଏପେ ଆଇଡି ଏବଂ 83,668 ହ୍ବାଟ୍ସଆପ୍ ଆକାଉଣ୍ଟକୁ ସକ୍ରିୟ ଭାବରେ ବନ୍ଦ କରିଛି।
ଭାରତ ଅପରାଧ ସହାୟତା ନମ୍ବର 1930 ଯୋଗାଇ ରତର ସାଇବର ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ, କେନ୍ଦ୍ରୀୟ ବଜେଟ୍ 2025 ରେ ସାଇବର ସୁରକ୍ଷା ପ୍ରକଳ୍ପ ପାଇଁ 782 କୋଟି ଟ ଟଙ୍କା ବ୍ୟୟବରାଦ କରାଯାଇଛି। ନାଗରିକ ଆକ ସାଇବର ଠକେଇ ଅଭିଯୋଗ । ଏବଂ ପରିଚାଳନା ବ୍ୟବସ୍ଥା ଜରିଆରେ, ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ 17.82 ଲକ୍ଷରୁ ଅଧିକ ଅଭିଯୋଗରେ 5,489 କୋଟି ଟଙ୍କ ଟଙ୍କାରୁ ଅଧିକ ବଞ୍ଚାଇ ପାରିଛନ୍ତି। ଜାତୀୟ ସାଇବର ଅପରାଧ ରିପୋଟିଂ ପୋର୍ଟାଲ ମାଧ୍ୟମରେ ଏକ ଉତ୍ସର୍ଗୀକୃତ ସାଇବର ଅପ ଦିଆଯାଇଛି। ଏହା ତୁରନ୍ଧ ଅଭିଯୋଗ, ଠକେଇ କାରବାରକୁ ବନ୍ଦ କରିବାରେ ସହାୟକ ୟକ ହେଉଛି।
ବହୁବିଷୟକ ସାଇବର ଭୌତିକ ପ୍ରଣାଳୀ ଉପରେ ଜାତୀୟ ମିଶନ ସାଇବର ସୁରକ୍ଷା, ଏଆଇ ଇତ୍ୟାଦି କ୍ଷେତ୍ରରେ ଉନ୍ନତ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରି ସାଇବର ଠକେଇର ମୁକାବିଲା କରୁଛି । ମହିଳ ହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ନିରାକରଣ ଯୋଜନା ଜରିଆରେ 132.93 କୋଟି ଟଙ୍କା ବ୍ୟୟବରାଦ ାଦ କରାଯାଇଛି। ଏହା ମାଧ୍ୟମରେ ସାଇବର ଅପରାଧ ଫୋରେନସିକ ତାଲିମ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି । ଏବେ ସୁଦ୍ଧା 24,600 ଜଣଙ୍କୁ ସାଇବର ଅପରାଧ ତଦନୁ ସମ୍ପର୍କରେ ତାଲିମ ଦିଆଯାଇଛି । ସାଇବର ବିପଦ ପରିଚାଳନା ଯୋଜନ ଜନା, ସମନ୍ବୟ ପ୍ଲାଟଫର୍ମ, ସହଯୋଗ ପୋର୍ଟାଲ, ପ୍ରତିବିମ୍ବ ମଡ୍ୟୁଲ ଆଦି ପଦକ୍ଷେପ ନିଆଯାଇଛି। ଏହା ଜରିଆରେ 12,987 ଅପ ଅପରାଧୀଙ୍କୁ ଗିରଫ କରାଯାଇଛି। ସେହିପରି 1,51,984 ଅପରାଧୂକ ସମ୍ପର୍କ ଠାବ ଏବଂ 70,584 ସାଇବର ତଦନ୍ତ ଆରମ୍ଭ ରମ୍ଭ କରାଯାଇ କରା ସାଇବର ଠକେଇ ନେଟୱର୍କକୁ ଦକ୍ଷତା ପୂର୍ବକ ମୁକାବିଲା କରାଯାଇଛି।
ଏବଂ ଅନ୍ୟାନ୍ୟ ଗଣମାଧ୍ୟମରେ ପରିବର୍ତ୍ତନକାରୀ ଡିଜିଟାଲ ଭିତ୍ତଭୂମି ପାଇଁ ଏକ ବିଶ୍ବସ୍ତରୀୟ ସରକାର ମଧ୍ୟ ସାଇବର ଅପରାଧ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସମ୍ବାଦପତ୍ର, ରେଡିଓ ଏ ସଚେତନତା ଅଭିଯାନ କାର୍ଯ୍ୟକାରୀ କରୁଛନ୍ତି। ମାଇଗଭ୍ ପ୍ଲାଟଫର୍ମ ଜରିଆରେ ସାଇ ସାଇବର ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରାଯାଉଛି। ସଚେତନତା ସୃଷ୍ଟି ଲାଗି ସାମାଜିକ ଗଣମାଧ୍ୟମର ମଧ୍ୟ ଉପଯୋଗ କରାଯାଉ ପାଉଛି। ଡିଜିଟାଲ ଇଣ୍ଡିଆର ସଂକଳ୍ପକୁ ସାକାର କରି, ସରକାରଙ୍କ ବହୁସ୍ତିରୀୟ ସାଇବର ମୁକାବିଲା ଦଳ ହଜାର ହଜାର ଠକେଇକୁ ଦମନ କରିବାରେ ସଫଳ ହୋଇଛି
ଭାରତୀୟ ଜାତୀୟ ସାଇବର ସୁରକ୍ଷା ଅଭ୍ୟାସ 21 ଜୁଲାଇରୁ 01 ଅଗଷ୍ଟ 2025 ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯାହା ଭାରତର ସାଇବର ସ୍ଥିତିକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି। 8ରୁ 11 ଅକ୍ଟୋବର ବର, 2025 ପର୍ଯ୍ୟନ୍ତ ନୂଆଦିଲ୍ଲୀର ଯଶୋଭୂମି ଠାରେ ଅନୁଷ୍ଠିତ ହେଉଥିବା ନବମ ଇଣ୍ଡିଆ ମୋବାଇଲ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀ ଉଦଘାଟନ କରିଛନ୍ତି। ଏଥିରେ ମଧ୍ୟ ସାଇବର ସୁରକ୍ଷା ଉପରେ ଗୁରୁତ୍ବାରୋପ କରାଯାଇଛି। ଜି, ସାଇବର ସୁରକ୍ଷା, ସାଟେଲାଇଟ୍ କମ୍ୟୁନିକେସନ, ଆଇଓଟି, ଦୂରସଞ୍ଚା ଞ୍ଚାର ଉତ୍ପାଦ ଆଦି ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହେଉଛି। ଏଥିରେ 7ହଜାରରୁ ଅଧୂକ ଅନୁର୍ଜାତୀୟ ପ୍ରତିନିଧୂଙ୍କ ସମେତ ଦେଢ଼ ଲକ୍ଷ ଅତିų ଯୋଗ ଦେଇ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଭାରତରେ ଦ୍ରୁତ 5ଜି କାର୍ଯ୍ୟକାରୀ ହେଉଥିବା ବେଳେ 120 କୋଟିରୁ ଅଧିକ ମୋବାଇଲ ଉପଭୋକ୍ତା ଏବଂ 970 ନିୟୁତ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି। ଏଭଳି ସ୍ଥିତିରେ ସୁରକ୍ଷିତ, ସମାବେଶୀ ଏବଂ ବ୍ୟାପକ ଡିଜିଟାଲ ଇକୋ କୋର୍ସିଷ୍ଟମ ଭାରତକୁ ବିଶ୍ବସୁ ଏବଂ କେନ୍ଦ୍ର ରୂପେ ପ୍ରତିଷ୍ଠିତ କରିବ।