BMC ର କୁକୁର ବନ୍ଧ୍ୟାକରଣ ଯୋଜନା...
ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅଞ୍ଚଳରେ ମୋଟ ୪୭,୧୨୬ କୁକୁର ରହୁଛନ୍ତି
ସେଥିରେ ୨୩,୦୪୭ ପୁରୁଷ କୁକୁର ରହିଛନ୍ତି
ଯେଉଁଠି ୧୫,୫୫୨ ମାଈ କୁକୁର
ଆନ୍ୟନ୍ୟ ୧,୧୨୪ କୁକୁର ଛୁଆ ଅଛନ୍ତି।
ସେମାନଙ୍କ ମଧ୍ୟରୁ ୪୦୬୮ ପୁରୁଷ ବନ୍ଧ୍ୟାକରଣ ସରିଛି
୩,୩୩୫ ମାଈ କୁକୁରଙ୍କର ମଧ୍ୟ ବନ୍ଧ୍ୟାକରଣ ସରିଛି
ବିଏମସି ପ୍ରତିଦିନ ୮୦ ରୁ ୧୦୦ କୁକୁରଙ୍କୁ ବନ୍ଧ୍ୟାକରଣ କରିବାକୁ ଲକ୍ଷ୍ୟ ରଖିଛି।