DCP କୃଷ୍ଣ ଚନ୍ଦ୍ର ସେଠୀ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ...
DCP କୃଷ୍ଣ ଚନ୍ଦ୍ର ସେଠୀ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ...
ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଯାଇଛନ୍ତି DCP କୃଷ୍ଣ ଚନ୍ଦ୍ର ସେଠୀ
ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଏବେ ଚିକିତ୍ସାଧୀନ
ଅତିରିକ୍ତ ଡିସିପି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହୋଇଛନ୍ତି।
ସେଠାରେ ଉପସ୍ଥିତ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ଶ୍ରୀ ଖୁରାନିଆ ଆଲୋଚନା କରି ଶ୍ରୀ ସେଠୀଙ୍କ ଚିକିତ୍ସା ପ୍ରକ୍ରିୟା ଓ ସୁସ୍ଥତା ସମ୍ପର୍କରେ ଅବଗତ ହୋଇଛନ୍ତି ।
ଏହା ସହ ଶ୍ରୀ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।