ଗରିବ କଲ୍ୟାଣ ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା: ଶ୍ରୀ ଅମିତ ଶାହ
ଗରିବ କଲ୍ୟାଣ ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା: ଶ୍ରୀ ଅମିତ ଶାହ ଆର୍ଥକ ସଶକ୍ତିକରଣ ଓ ସ୍ବାବଲମ୍ବନ ଦିଗରେ ୧୨ ବର୍ଷର ‘ଗରିବ କଲ୍ୟାଣ’ ଅଭିଯାନର ସଫଳତା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟଧାରାରେ ସାମିଲ କରି ବିକଶିତ ଭାରତର ଦୃଢ଼ ଭିତ୍ତ ସ୍ଥାପନ କରାଯାଉଛି
କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ ଗରିବଙ୍କ କଲ୍ୟାଣ ହେଉଛି ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସେ ଉଲ୍ଲେଖ କରିଛନ୍ତି ଯେ 'ଗରିବ କଲ୍ୟାଣ' ର ୧୨ ବର୍ଷରେ, ସରକାର ଖାଦ୍ୟଶସ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ଜନ-ଧନ, ମୁଦ୍ରା ଋଣ ଭଳି କଲ୍ୟାଣକାରୀ ଯୋଜନା ମାଧ୍ଯମ ମାଧ୍ୟମରେ କୋଟି କୋଟି ନାଗରିକଙ୍କୁ ବ୍ୟାଙ୍କ ସେବା, ଆର୍ଥକ ସୁରକ୍ଷା ଏବଂ ଆତ୍ମନିଯୁକ୍ତି ସୁଯୋଗ ସହିତ ଯୋଡ଼ିଛନ୍ତି।
'ଏକ୍ସ'ରେ ଏକ ପୋଷ୍ଟରେ ସ୍ବରାଷ୍ଟ୍ର . ମନ୍ତ୍ରୀ ଶ୍ରୀ ଅମିତ ଶାହ ଲେଖୁଛନ୍ତି, "ଗରିବ କଲ୍ୟାଣ ହେଉଛି ମୋଦୀ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । 'ଗରିବ କଲ୍ୟାଣ' ର ୧୨ ବର୍ଷରେ ସରକାର ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ଜନ-ଧନ, ମୁଦ୍ରା ଋଣ ଏବଂ ପ୍ରଧାନମନ୍ତ୍ରୀ ସ୍ବନିଧୂ ଭଳି କଲ୍ୟାଣକାରୀ ଯୋଜନା ମାଧ୍ୟମରେ କୋଟି କୋଟି ନାଗରିକଙ୍କୁ ବ୍ୟାଙ୍କ ସେବା, ଆର୍ଥକ ସୁରକ୍ଷା ଏବଂ ଆତ୍ମନିଯୁକ୍ତି ସୁଯୋଗ ସହିତ ଯୋଡ଼ିଛନ୍ତି। ଦେଶର ଗରିବମାନଙ୍କୁ ମୌଳିକ ନିକ ସୁବିଧା, ସାମାଜିକ ସୁରକ୍ଷା ଏବଂ ଉନ୍ନତ ଜୀବନଧାରଣ ମାନ ମାଧ୍ୟମରେ ଅର୍ଥନୈତିକ ମୁଖ୍ୟଧାରାରେ ସାମିଲ କରି ' ବିବ ବିକଶିତ ଭା ଭାରତ ପାଇଁ ଏକ ଦୃଢ଼ ମୂଳଦୁଆ ନିର୍ମାଣ କରାଯାଉଛି।"