e- KYC ଅବଧୂ ଶେଷ ହୋଇ ନାହିଁ...
ଭୁବନେଶ୍ବର: ୩୧ ତାରିଖ ଯାଏ e-KYC ପ୍ରକ୍ରିୟା ।
ରାସନକାର୍ଡ e-KYC ଅବଧୂ ବାବଦରେ ଯୋଗାଣମନ୍ତ୍ରୀଙ୍କ ଲିଖୂତ ଉତ୍ତର । ଆସନ୍ତା ୩୧ ତାରିଖ ଯାଏ ଜାରିରହିବ e-KYC ପ୍ରକ୍ରିୟା । e-KYC ପ୍ରକ୍ରିୟାରେ ୬ ଲକ୍ଷ ୮୩ ହଜାର ମୃତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୩୩ ହଜାର ୧୨୮ ଅଯୋଗ୍ୟ ରାସନକାର୍ଡ ବାତିଲ କରାଯାଇଛି ।
ସର୍ବାଧିକ ଖୋର୍ଦ୍ଧାରେ ୪ ହଜାର ୭୪୭ କାର୍ଡ ବାତିଲ କରାଯାଇଛି । ଜୁନ୍ ୨୦୨୪ ପରଠୁ ୧୫ ଲକ୍ଷ ନୂଆ ଆବେଦନ ହସ୍ତଗତ ହୋଇଛି । ତର୍ଜମା ପରେ ୩ ଲକ୍ଷ ୨୩ ହଜାର ୧୪୫ ଆବେଦନ ଅନୁର୍ଭୁକ୍ତ ହୋଇଛି । ୭ଲକ୍ଷ ୩୭ ହଜାର ୫୩୦ ଆବେଦନ ଆଗ୍ରହ୍ୟ କରାଯାଇଛି