‘ଭାରତର ଅଧ୍ଯକ୍ଷତା ମହତ୍ବାକାଂକ୍ଷୀ ଏବଂ କାର୍ଯ୍ୟଭିତ୍ତୀକ ହେବ': ମୁଖ୍ୟ ନିର୍ବାଚନ କମିଶନର

Dec 5, 2025 - 17:41
Dec 5, 2025 - 20:12
 18
‘ଭାରତର ଅଧ୍ଯକ୍ଷତା ମହତ୍ବାକାଂକ୍ଷୀ ଏବଂ କାର୍ଯ୍ୟଭିତ୍ତୀକ ହେବ': ମୁଖ୍ୟ ନିର୍ବାଚନ କମିଶନର

ପ୍ରେସ୍ ଇସ୍ତାହାର

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଅନୁର୍ଜାତୀୟ ଆଇଡିଆ ଅଧ୍ଯକ୍ଷତା ଗ୍ରହଣ କଲେ ‘ଭାରତର ଅଧ୍ଯକ୍ଷତା ମହତ୍ବାକାଂକ୍ଷୀ ଏବଂ କାର୍ଯ୍ୟଭିତ୍ତୀକ ହେବ': ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର | ତା- ୦୪.୧୨.୨୦୨୫

ଇନ ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ୨୦୨୬ ମସିହା ପାଇଁ ଇଣ୍ଟରନ୍ୟାସନାଲ ନଷ୍ଟିଚ୍ଯୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟ୍ରୋରାଲ ଆସିଷ୍ଟାନ୍ସ (ଅନୁର୍ଜାତୀୟ ଆଇଡିଆ)ର ସଦସ୍ୟ ରାଷ୍ଟ୍ର ପରିଷଦର ଅଧ୍ଯକ୍ଷ ଅଧ୍ଯକ୍ଷତା ଗ୍ରହଣ କରିଛନ୍ତି । ସ୍ବିଡେନରେ ନିଯୁକ୍ତ ଥ‌ିବା ଭାରତର ରାଷ୍ଟ୍ରଦୂତ ଶ୍ରୀ ଅନୁରାଗ ଭୂଷଣ ମଧ୍ୟ ଏହି ଅବସ ସରରେ ଉପସ୍ଥିତ Yor

ଏହି ଅ ଅଧ୍ଯକ୍ଷତା, ଭାରତ ନିର୍ବାଚନ ଆୟୋଗକୁ ଗକୁ ଏକ ବିଶ୍ବସନୀୟ ଏବଂ ନବସୃଜନଶୀଳ ନିର୍ବାଚନ ପ୍ରଦାନ କରିଛି । ଅନ୍ତର୍ଜାତୀୟ ଆଇଡିଆର ପ୍ରତିଷ୍ଠାତା ଗଣତାନ୍ତ୍ରିକ ଆଲୋଚନା ଏବଂ ସଂସ୍ଥାଗତ ଉନ୍ନତି ରେ ପରିଚାଳନା ସଂସ୍ଥା ଭାବେ ବିଶ୍ବସ୍ତରୀୟ ସ୍ବୀକୃତି ପ୍ରଦ ସଦସ୍ୟ ଭାବେ ଭାରତ, ସଂଗଠନର କାର୍ଯ୍ୟକାରିତା, ଗଣ ନିରନ୍ଧର ଅବ ଅବଦାନ ବଜାୟ ରଖୁବ ।

ଷ୍ଟକହୋମରେ ପହଞ୍ଚିବା ପରେ, ମୁଖ୍ୟ ନିର୍ବାଚନ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ସ୍ବିଡେନରେ ନିଯୁକ୍ତ ଥୂବା ଭାରତର ରାଷ୍ଟ୍ରଦୂତ ଶ୍ରୀ ଅନୁରାଗ ଭୂଷଣ ସ୍ବାଗତ କରିଥିଲେ। ସେ ଅନୁର୍ଜାତୀୟ ଆଇଡିଆର ମହାସଚିବ ଡକ୍ଟର କେଭିନ୍ କାସାସ୍-ଜାମୋରାଙ୍କ ସହିତ ବିଭିନ୍ନ ବିଷ ବିଷୟରେ ଆଲୋଚନା କରିଥିଲେ।

ଅଧ୍ଯକ୍ଷତା ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତାଙ୍କ ଅଭିଭାଷଣ ଭାରତରେ ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ରଶାସିତ ଅଞ୍ଚଳରେ ୯୦୦ ମିଲିୟନ୍ ରୁ ଅଧୂକ ଭୋଟରଙ୍କ ବିଷୟର କହି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। (ପରିଶିଷ୍ଟ-୧ରେ ପୂର୍ଣ ଭାଷଣ)

୨୦୨୪ ସାଧାରଣ ନିର୍ବାଚନ ଉପରେ ପ୍ରତିଫଳିତ କରି, ସେ ୬ଟି ଜାତୀୟ ଏବଂ ୬୭ଟି ରାଜ୍ୟ ଦଳ ସମେତ ୭୪୩ ରାଜନୈତିକ ଦଳରୁ ୨୦,୦୦୦ରୁ ଅଧୂକ ପ୍ରାର୍ଥୀଙ୍କ ଅଂଶଗ୍ରହଣ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।

୧୦ ଲକ୍ଷରୁ କ୍ଷରୁ ଅଧୂକ ବୁଥ୍ ସ୍ମରୀୟ ଅଧିକାରୀ ଏବଂ ୫୦ ଲକ୍ଷ ପୋଲିଂ କର୍ମଚାରୀ ସମେତ ୨ କୋଟିରୁ ଅଧୂକ ନିର୍ବାଚନ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

୧୯୪୭ ମସି ମସିହାର ସ୍ବାଧୀନତା ପରଠାରୁ ଭାରତ ସଂସଦର ୧୮ଟି ସାଧାରଣ ନିର୍ବାଚନ ଏବଂ ରାଜ୍ୟ ବିଧାନସଭାର ୪୦୦ରୁ ଅଧୂକ ସାଧାରଣ ନିର୍ବାଚନ କୁ ଆଧାର କରି ସଂଗ୍ରହିତ ସାମୁହିକ ତଥ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବ ଏବଂ ନୀତିନିୟମଗୁଡ଼ିକ ବିଷୟରେ ବିଷଦ ଆଲୋଚନା ଓ ପର୍ଯ୍ୟାଲୋଚନା କରିବାପାଇଁ ମୁଖ୍

ନିର୍ବାଚନ କମିଶନର ର ପ୍ରତିଶ୍ରୁତି ଦେଇଛନ୍ତି ।

ନିର୍ବାଚନ ତାଙ୍କ ଅଧ୍ୟକ୍ଷ ଅବଧୂରେ ସେ ଦୁଇଟି ପ୍ରମୁଖ ସ୍ତମ୍ଭ ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି ଯଥା ଭବିଷ୍ୟତ ପାଇଁ ଗଣତନ୍ସର ପୁନଃକଳ୍ପନା ଏବଂ ସ୍ଥାୟୀ ଗଣତନ୍ତ୍ର ପାଇଁ ସ୍ବାଧୀନ ଏବଂ ବୃତ୍ତଗତ ନି ପରିଚାଳନା ସଂସ୍ଥା। -

ଭାଷଣ ଶେଷରେ ସେ କହିଥିଲେ ଯେ ପ୍ରତ୍ୟେକ ଭୋଟକୁ ଏବଂ ମତକୁ ଗୁରୁତ୍ଵ ଦେଇ ବିଶ୍ବବ୍ୟାପୀ ଗଣତନ୍ସଗୁଡ଼ିକ ଅ ଅଧୂକ ଅନ୍ତର୍ଭୁକ୍ତ, ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସ୍ଥାୟୀ କରିବା ବୋଲି ସେ କହିଛନ୍ତି । କରିବାପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ

ଭାରତ ରତ ଅଧ୍ଯକ୍ଷତାରେ, ମରିସସ୍ ଏବଂ ମେକ୍ସିକୋ ୨୦୨୬ ମସିହା ପାଇଁ ଅନୁର୍ଜାତୀୟ ଆଇଡିଆ ପରିଷଦର ଉପାଧ୍ଯକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବେ। (ପରିଶିଷ୍ଟ -୨)