FAST TAG ରେ ନୂଆ ନିୟମ...

Oct 5, 2025 - 11:48
 37
FAST TAG ରେ ନୂଆ ନିୟମ...

ନଭେମ୍ବର ୧୫ ତାରିଖରୁ ଲାଗୁ ହେବ ନୂଆ ଟୋଲ୍‌ ନିୟମ

ଲୋକଙ୍କ ଦେୟ ପଦ୍ଧତିକୁ ଆଧାର କରି ଲାଗୁ ହେବ ଭିନ୍ନ ଭିନ୍ନ ଶୁଳ୍କ

FAST TAG ନଥିବା ଯାନ ନଗଦ ଟଙ୍କା ଦେଲେ ଦୁଇ ଗୁଣା payment ଦେବାକୁ ହେବ

UPI ପେମେଣ୍ଟ କଲେ ୧.୨୫ ଗୁଣା ଟୋଲ୍‌ ଫି ଦେବାକୁ ପଡ଼ିବ

ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଏକ ବ୍ୟବସ୍ଥା 

ଟୋଲ୍ ପ୍ଲାଜାରେ ନଗଦ କାରବାର ହ୍ରାସ ଲକ୍ଷ୍ୟ ରହିଛି