IIM, ସମ୍ବଲପୁର ର ୧୧ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ‌ବୋଧନ...

Oct 3, 2025 - 14:19
 11
IIM, ସମ୍ବଲପୁର ର ୧୧ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ‌ବୋଧନ...

ସମ୍ବଲପୁର, ଅକ୍ଟୋବର ୦୨ ଆଇଆଇଏମ, ସମ୍ବଲପୁର ଧୀରେ ଧୀରେ ବଟ୍ଟବୃକ୍ଷର ରୂପ ନେବା ଆରମ୍ଭ କରିଛି । ବିଶେଷ ଭାବରେ ଏହା ଆଗାମୀ ଦିନରେ ଓଡ଼ିଶା ସମେତ ମତ ଭାରତବର୍ଷର ବୌଦ୍ଧିକ ଓ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବ ବୋଲି ଗୁରୁ ଗୁରୁବାର ଦଶହରା ଅବସର ରରେ ଆଇଆଇଏମ୍, ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତ୍ର ବିତରଣ ନୂଆ ଯୁଗର ଚଲର ଅଫ୍ ଏହି ଅବସରରେ ଶ୍ରୀ ପ୍ରଧାନ ଉଦ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ମରେ ମାଷ୍ଟର ବୁଣାକାରଙ୍କୁ ପ୍ରମାଣ ପତ୍ର କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଆଇଆଇଏମର ପରିସର ବୃଦ୍ଧି ପାଉଛି । ନିକଟରେ । ଆବଶ୍ୟକତାକୁ ଦେଖ୍ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଦୁଇଟି ନୂତନ ସ୍ନାତକ ପାଠ୍ୟକ୍ରମ ଯଥା ବ୍ଯାଚଳ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ ଆ ଆଣ୍ଡ୍ ପବ୍ଲିକ ପଲିସି ଆଣ୍ଡ୍ ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଆଣ୍ଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆରମ୍ଭ )ଯାଇଛି । ଅପରପକ୍ଷରେ ଆଇଆଇଏମ ଦ୍ବାରା ସ୍ଥାନୀୟ ବୁଣାକାରମାନଙ୍କୁ ସିଧାସଳଖ ବ୍ୟବସା ସାୟ ସହ ଯୋଡ଼ିବା ଏବଂ ସେମାନଙ୍କ ଦକ୍ଷତା ବଢାଇବା ପାଇଁ ଏକ ତିନି ବର୍ଷିଆ ଯେଉଁ ଯେଉଁ ବି ବିଶେଷ କାର୍ଯ୍ୟକ୍ରମ ହୋଇଥିଲା, ତାହାର ଆଜି ସମାପନ ହୋଇଛି । ଆଜି ପ୍ରତିଷ୍ଠା ଦିବସରେ ର ଏହି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ୫୦ରୁ ଅଧିକ ବୁଣାକାରଙ୍କୁ ଆଇଆଇଏମ ତରଫରୁ ରୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରାଯାଇଛି

ଏବଂ ମ ମଧ୍ୟମ ଉଦ୍ୟୋଗ ଯୋଜନା କରିବା ତେବେ କେ କେବଳ ବୁଣାକାର ର ନୁହେଁ, ନ୍ୟୁ ଏଜ୍ ଇକୋନୋମୀ ସମୟରେ କ୍ଷୁଦ୍ର, ଲଘୁ (ଏମଏସଏମଇ) କ୍ଷେତ୍ରର ବ୍ୟବସାୟୀଙ୍କ ଦକ୍ଷତା ବଢାଇବା ପାଇଁ ପ୍ରଶିକ୍ଷଣ ଦେବା ଦିଗରେ ଯେ ପାଇଁ ଆଇଆଇଏ ଇଏମକୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ପ୍ରଧାନ । ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ ସବୁ ବର୍ଗର ବ୍ୟବସାୟୀକୃ ୟୀଙ୍କୁ ଆଇଆଇଏମ ସହ ଯୋଡ଼ି ଏକ ନୂଆ 'ଭାଲ୍ୟୁ ଚେନ୍' ସୃଷ୍ଟି କରାଯିବାର କଳ୍ପନା ରହିଛି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଇଆଇଏମ୍ ସମ୍ୱଲପୁର ଭଳି ଅନୁଷ୍ଠାନଗୁଡ଼ିକ ଚାକିରି ଅନୁସନ୍ଧାନରେ ନରହି ଚାକିରି ଦେବା ପାଇଁ ନୂଆ ଉଦ୍ୟୋଗୀ ସୃଷ୍ଟି କରିବା ଉଚିତ୍ । ସେ କହିଥିଲେ, ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଏକଚାଟିଆ ନିୟମ ଅନୁସରଣ କରିବା ଉଚିତ୍ ନୁହେଁ ବରଂ ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପନ କରିବା ଉଚିତ । ଆମର ଜ୍ଞାନ ବ୍ୟବସ୍ଥାକୁ ସମୃଦ୍ଧ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବ୍ୟାବହାରିକ ଶିକ୍ଷା ସହ ଦକ୍ଷତା ପ୍ରଦାନ କରିବା ଉଚିତ୍ । ଏହା ଦ୍ବାରା ସେମାନେ ଭାରତୀୟ ଏବଂ ବିଶ୍ବ ବଜାରରେ ସୃଷ୍ଟି ହେଉଥ‌ିବା ଜଟିଳ ସମସ୍ୟାର ସମାଧାନ କରିପାରିବେ

ଆଇଆଇଏମ୍ ଛାତ୍ରଛାତ୍ରୀମାନଙ୍କୁ ବୀର ସୁରେନ୍ଦ୍ର ସାଏଙ୍କ ପ୍ରେରଣାଦାୟୀ ବିଚାରକୁ ନେଇ ଗର୍ବ କରିବାକୁ କହିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ସମ୍ୱଲପୁରର ଅନନ୍ୟ ଆର୍ଥିକ ଓ ସାଂସ୍କୃତିକ ପୃଷ୍ଠଭୂମି ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତବ ଦୁନିଆର ଜ୍ଞାନ ଆହରଣ କରିବା ପାଇଁ ଅପାର ସୁଯୋଗ ସୃଷ୍ଟି କରୁଛି । ଛାତ୍ରଛାତ୍ରୀମାନେ । ସମ୍ବଲପୁରର ରର ଏହି ଅନନ୍ୟ ପରିଚୟକୁ ବୁଝିବା ଆବଶ୍ୟକ । ଏହାର ଶକ୍ତିଗୁଡ଼ିକୁ ଆଲୋକିତ କରି ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ପାଇଁ ପ୍ରୟାସ ାସ କରିବା ଉଚିତ୍ । ଏହାବ୍ୟତୀତ ଏହି ସହରକୁ 'ସୁସ୍ଥ ବିକ 'ସୁସ୍ଥ ବିକାଶ ଏବଂ ସମନ୍ବିତ ଅଭିବୃଦ୍ଧିର ଏକ କେସ୍ ଷ୍ଟଡି' ଭାବରେ ଉପସ୍ଥାପ ସ୍ଥାପନ କରିବାର ଦାୟିତ୍ଵ ବାର ଦାୟିତ୍ଵ ନେବା ଉଚିତ୍ ।

ଆଇଆଇଏମ୍ ସମ୍ୱଲପୁର ସନ୍ଥ କବି ଭୀମ ଭୋଇଙ୍କ ଦର୍ଶନ ଉପରେ ଶିକ୍ଷା ଦେବା ନେଇ ଖୁସିପ୍ରକାଶ କରିଥିଲେ ଶିକ୍ଷା ମନ୍ତ୍ରୀ । ସେ କହିଥିଲେ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ"; ହେଉଛି ମହିମା ଧର୍ମର ମହାନ ହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ କାଳଜୟୀ ବିଚାର, ଯାହା ଆଜି ସାରା ବିଶ୍ବକୁ ଦିଗଦର୍ଶନ ଦେଉଛି । ଯୁବପିଢିମାନେ ศย ଏଥିରୁ ପ୍ରେରଣା ନେବା ଉଚିତ୍ । ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀମାନଙ୍କି ନୂଆ ଅଧ୍ୟାୟ ତିଆରି କରିବାକୁ ହେବ । ଭାରତ ସମ୍ମୁଖୀନ ମୁଖୀନ ହେଉଥ‌ିବା ତଥା ଉଭା ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରି ବିକଶିତ ଭାରତ ତ ଗଠନଚେ ରେ ଯୋଦାନ ଦେବ ବା ପାଇଁ ସେ ଆହ୍ଵାନ କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଈଶ୍ବରୀ, ରଙ୍ଗବତୀ ଗୀତର ମାଧୁର୍ଯ୍ୟ, ହୀରାକୁଦ ଡ୍ୟାମ, ଦେବ୍ରିଗଡ଼ ଅଭୟାରଣ୍ୟ ସହ ଅନ୍ୟ ନ୍ୟାନ୍ୟ ପର୍ଯ୍ୟଟନ ସ୍ଥା ସ୍ଥାନ ଏବଂ ସରସତିଆ ଉପରେ ଶ୍ରୀ ପ୍ରଧାନ ଆଲୋକପାତ ତ କପି କରିଥିଲେ ।

ଶ୍ରୀ ପ୍ରଧାନ । ଶିକ୍ଷାନୁଷ୍ଠାନ ପରିସରରେ ‘ରଙ୍ଗବତୀ ମଞ୍ଚ’, କାବେରୀ ଛାତ୍ରାବାସ ଓ କାଫେ ହବ୍ କମ୍ପଲେକ୍ସ ଉଦଘାଟନ କରିଥିଲେ । ସେ କହିଥ୍ ହିଥିଲେ ଓଡ଼ିଶାର ଗୌରବ 'ରଙ୍ଗବତୀ' ଗୀତର ନାମରେ ନାମିତ ଏହି ମଞ୍ଚ ଆମ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର କଳା, ସଂସ୍କୃତି ଓ ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ସୁନ୍ଦର ପ୍ଲାଟଫର୍ମ ଦେବ । ଏହା ସମ୍ୱଲପୁରର କଳା ଓ ସଂସ୍କୃତିକୁ ବିଶ୍ବସ୍ତରରେ ପହଞ୍ଚାଇବାରେ ସହାୟକ ହେବ 1 ଉଦଘାଟିତ ଅନ୍ୟାନ୍ୟ ଭବନ ଦ୍ବାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ । ।