ITDA ଯନ୍ତ୍ରୀ ବୈକୁଣ୍ଠ ବେହେରାଙ୍କ ଘର ରେଡ...

Jun 6, 2026 - 20:00
 9
ITDA ଯନ୍ତ୍ରୀ ବୈକୁଣ୍ଠ ବେହେରାଙ୍କ ଘର ରେଡ...

ଭୁବନେଶ୍ୱର କାନନ ବିହାର ବାସଭବନରୁ ଜବତ ହୋଇଛି ୩ ଲକ୍ଷ ନଗଦ ଟଙ୍କା । 

୪ରୁ ଅଧିକ ଦାମୀ ଆଇ ଫୋନ୍ । ଏକାଧିକ ଦାମୀ ଘଣ୍ଟା ଓ ବ୍ରାଣ୍ଡଡେ ବ୍ୟାଗ୍ ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ । 

୩ ଟି ହୀରା ମୁଦି ସହ ଏକାଧିକ ସୁନା ଓ ରୂପା ଅଳଙ୍କାର । 

୨୪ କ୍ୟାରେଡ ସୁନାର ୩ ମୂର୍ତ୍ତିକୁ ଜବତ କରିଛି ଭିଜିଲାନ୍ସ । 

ଏହାସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ତନାଘନା କରୁଛି ଓଡ଼ିଶା ଭିଜିଲାନ୍ସ ।