KG ରୁ PG ନିଃଶୁକ୍ଳ ଶିକ୍ଷା...୨୬-୨୭...

Sep 13, 2026 - 08:54
 3
KG ରୁ PG ନିଃଶୁକ୍ଳ ଶିକ୍ଷା...୨୬-୨୭...

*'ଜ୍ଞାନୋଦୟ'-ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ଯୋଜନା)* 

'ଜ୍ଞାନୋଦୟ' - ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା) ଯୋଜନା ଅଧୀନରେ, SAMS ମାଧ୍ୟମରେ ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟ (Phase-1) ୟୁ.ଜି. (UG) ନାମଲେଖା ପରେ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଥମ କିସ୍ତିର ୧୦% ବାବଦ ୯.୫୬ କୋଟି ଟଙ୍କା ଅର୍ଥରାଶି ସିଧାସଳଖ ପ୍ରଦାନ କରାଯାଇଛି।

ଖୁବ୍ ଶୀଘ୍ର ଦ୍ୱିତୀୟ କିସ୍ତି (୧୫%) ବାବଦରେ ୧୪.୩୪ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।