MKCG ମେଡିକାଲ ରେ ବ୍ୟାପକ ଦୁର୍ନୀତି...
MKCG ମେଡ଼ିକାଲ କଲେଜ ଓ ହସପିଟାଲରେ ୨୦୨୪-୨୫ ବର୍ଷରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଯାଇଛି
ଡିନ ପ୍ରଫେସର ସୁଚିତ୍ରା ଦାଶଙ୍କ ନିର୍ଦ୍ଦେଶ ପ୍ରକାରେ ତଦନ୍ତ କରୁଛନ୍ତି ରେଜିଷ୍ଟ୍ରାର ଓ ବିଭିନ୍ନ ବିଭାଗୀୟ ଅଧିକାରୀ।
ଛାତ୍ର ସଂସଦର ଏଥିରେ ସଂପୃକ୍ତି ଥିବା କିଛି ଠିକାଦାର ନାମ ପ୍ରକାଶ ନ କରି କହିଛନ୍ତି।
ଛାତ୍ର ସଂସଦ ପୂର୍ବତନ କର୍ମକର୍ତ୍ତାଙ୍କ ସବୁଥିରେ ସଂପୃକ୍ତି।
ସେମାନେ ପିଜି ଛାତ୍ର ସଂସଦ ବାର୍ଷିକ ଉତ୍ସବ କରିବାକୁ ମୋଟା ଅଙ୍କର ଚାନ୍ଦା ଠିକାଦାର ମାନଙ୍କ ଠାରୁ ଆଦାୟ କରିଥିଲେ।
ସେଥିପାଇଁ ସବୁ କାମ ନିମ୍ନ ମାନର କରାଯାଇ ସେମାନଙ୍କୁ ଚାନ୍ଦା ଦିଆ ଯାଇଛି।
ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାନେ ବି ଏଥିରେ ସଂପୃକ୍ତି ରହିଛି।
ଗତ ବାର୍ଷିକ ଉତ୍ସବରେ ୪୦ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଆସିଲା କୋଉଠୁ ତଦନ୍ତ ହେବା ଆବଶ୍ୟକ।
MKCG ରେ ଦୁର୍ନୀତି ହୋଇଛି। ସେଠାର ଅଧିକାରୀ ତଦନ୍ତ କରୁଛନ୍ତି।
ସେମାନେ ନିଜ ଦୋଷ ଲୁଚାଇ ପାରନ୍ତି ନିଶ୍ଚୟ।
ତେଣୁ ଭିଜିଲାନ୍ସ ଏହାର ତଦନ୍ତ କଲେ ପ୍ରକୃତ ସତ୍ୟତା ପଦାକୁ ଆସିବ।