OHRC ଗିରଫ ପାଇଁ ଜାରି କଲେ ନିର୍ଦେଶନାମା...

Oct 17, 2025 - 20:36
 6
OHRC ଗିରଫ ପାଇଁ ଜାରି କଲେ ନିର୍ଦେଶନାମା...

ଖଣ୍ଡପଡ଼ା: କଣ୍ଟିଲୋ ଫାଣ୍ଡିର ପୂର୍ବତନ ସବ୍ ଇନ୍ସପେକ୍ଟରଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ

ପୋଲିସ୍ ଏସଆଇଙ୍କ ସହ କନଷ୍ଟେବଳଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଏସ୍‌ଆଇ ରମେଶ ଜେନା ଓ କନଷ୍ଟେବଳ ସୁଧୀର ତାଲିଙ୍କୁ ଗିରଫ ନିର୍ଦ୍ଦେଶ

ଗିରଫ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ

ଫାଣ୍ଡିରେ ନିର୍ଯାତନା ନେଇ OHRCର ଦ୍ୱାରସ୍ତ ହୋଇଥିଲେ ଅନୁସୂଚିତ ଦମ୍ପତ୍ତି

୨୦୨୪ ମାର୍ଚ୍ଚ ୧୯ରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା

OHRCରେ କେସ୍ ଫାଇଲ୍ ପରେ ନୟାଗଡ଼ ଏସ୍‌ପିଙ୍କୁ ରିପୋର୍ଟ ମଗାଯାଇଥିଲା

OHRCର ନୋଟିସ୍ ପରେ ଏସପି କିମ୍ୱା ଅଧିକାରୀ ହାଜର ହୋଇନଥିଲେ