OMFED ବୁଥ ରେ ଗୁଟଖା ବିକ୍ରୀକି ନେଇ ଲାଗିଲା କଟକଣା...
OMFED ବୁଥ ରେ ଗୁଟଖା ବିକ୍ରୀକି ନେଇ ଲାଗିଲା କଟକଣା...
ଭୁବନେଶ୍ବର: ଓମଫେଡ୍ ବୁଥରେ ଗୁଟଖା ବିକିଲେ
ଆକ୍ସନ । ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ । ଚେତାବନୀ ଦେଇଛି ବିଏମସି। ଲାଇସେନ୍ସ ବାତିଲ ନେଇ
ବିଏମସି ଅଞ୍ଚଳରେ ଗୁଟଖା ବିକ୍ରି ହେବ ସମ୍ପୂର୍ଣ ନିଷେଧ । ଜୋରଦାର୍ ହେବ ଗୁଟୁଖା ଏନଫୋର୍ସମେଣ୍ଟ ଡ୍ରାଇଭ୍ । ବିଏମସି ସାଧାରଣ ବରିଷଦ ବୈଠକରେ ଏନେଇ ନିଷ୍ପତ୍ତ ହୋଇଛି।