OTET ସ୍ପେଶାଲ ପରୀକ୍ଷା ଫଳ...

Nov 15, 2025 - 18:55
 20
OTET ସ୍ପେଶାଲ ପରୀକ୍ଷା ଫଳ...

ସ୍ପେଶାଲ୍‌ OTET- 2025 ରେଜଲ୍ଟ ପ୍ରକାଶ ପାଇଲା

ସେପ୍ଟେମ୍ବର ୨୭ ତାରିଖରେ ପରୀକ୍ଷା ହୋଇଥିଲା

ପେପର-୧ ରେ ୧୨ହଜାର ୯୮୮ କୃତକାର୍ଯ୍ୟ

ପାସ୍‌ ହାର ୪୭.୧୭%

ପେପର-୨ ରେ ୩୫ ହଜାର ୧୬୫ କୃତକାର୍ଯ୍ୟ

ପାସ୍‌ ହାର ୭୮.୩୫%

ମୋଟ୍‌ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା www.bseodisha.ac.inରେ ରେଜଲ୍ଟ ଉପଲବ୍ଧ