PCC ସଭାପତିଙ୍କ ଦ୍ବାରା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ...

Nov 19, 2025 - 21:10
 7
PCC ସଭାପତିଙ୍କ ଦ୍ବାରା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ...

ପିସିସି ପକ୍ଷରୁ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ. ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂତ୍ରିରେ ମାଲ୍ୟାର୍ପଣ କରାଯାଇଥିଲା