RBI ର ନୂଆ ନିୟମରେ ଚେକ clearing ବ୍ୟବସ୍ଥା ତ୍ବରିତ ହେବ...
ଆରବିଆଇ (RBI) ର ନୂଆ ନିୟମ ଅନୁସାରେ ଆସନ୍ଧା ଜାନୁଆରୀ ୩, ୨୦୨୬ ରୁ ଦେଶର ସମସ୍ତ ବ୍ୟାଙ୍କରେ ଚେକ୍ କ୍ଲିୟାରିଂ ବ୍ୟବସ୍ଥା ଅଧୂକ ତ୍ବରିତ ହେବ। ଏବେ ଠାରୁ ବ୍ୟାଙ୍କ ଗୁଡ଼ିକ ସେଇ ଦିନେ ଚେକ୍ ପାସ କିମ୍ବା ରିଟର୍ନ କରିଦେବେ ଓ ଗ୍ରାହକଙ୍କ ଖାତାରେ ଟଙ୍କା ସେହି ଦିନେ ଜମା ହେବ। ଅର୍ଥାତ୍, ଚେକ୍ ଦେଲେ କେବଳ କିଛି ଘଣ୍ଟା ମଧ୍ୟରେ ଟଙ୍କା ଆସିଯିବ।
ଏହି ପଦକ୍ଷେପ ଫଳରେ ଗ୍ରାହକମାନେ ଶୀଘ୍ର ଟଙ୍କା ପାଇବେ, ବ୍ୟାଙ୍କି ସୁବିଧା ଆଉ ଆସାନ ହେବ ଓ ଟ୍ରାଞ୍ଜାକ୍ସନ ଡିଲେ ହେବ ନାହିଁ। ଚେକ୍ କ୍ଲିୟାରିଂ ପ୍ରକ୍ରିୟା ଦିନକୁ ଦିନ ତେଜ ହେଉଥୂବା ବେଳେ ଗ୍ରାହକଙ୍କୁ ଆରବିଆଇ ପକ୍ଷରୁ ଅନୁରେ ରାଧ — ଚେକ୍ ଇସ୍ୟୁ କରିବା ପୂର୍ବରୁ ନିଜ ଖାତାରେ ପର୍ଯ୍ୟାପ୍ତ ବ୍ୟ ଲାନ୍ସ ରଖନ୍ତୁ, ନହେଲେ ଚେକ୍ ବାଉନ୍ମ ହେବ ।
ଆରବିଆଇ ପକ୍ଷରୁ ଜାଣାଯାଇଛି, “ଜାଣକାଟ Iର ହୁଅନ୍ତୁ, ସତର୍କ ରୁହନ୍ତୁ” । ଅଧୂକ ସୂଚନା ପାଇଁ ନିଜ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ କିମ୍ବା www.rbi.org.in ୱେବସାଇଟ୍ ଦେଖନ୍ତୁ ।