S P ଙ୍କ କ୍ଷମା ପ୍ରାର୍ଥନା...

Nov 12, 2025 - 11:37
 11
S P ଙ୍କ କ୍ଷମା ପ୍ରାର୍ଥନା...

କଟକ: ପୀତବାସ ହତ୍ୟା ମାମଲାରେ ବିବାଦୀୟ ବୟାନ ଦେଇ ହାଇକୋର୍ଟରେ ଆଜି କ୍ଷମା ମାଗିଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ । ମଙ୍ଗଳବାର ବ୍ୟକ୍ତିଗତ ଭାବେ ହାଜର ହୋଇ ନିଃସର୍ଭ କ୍ଷମା ପ୍ରାର୍ଥନା କରିଛନ୍ତି ଏସପି । ନିସର୍ତ୍ତ କ୍ଷମା ପ୍ରାର୍ଥନା ପରେ ଅଦାଲତ ଅବମାନନା ନଚଳାଇବାକୁ କହିଛନ୍ତି ହାଇକୋର୍ଟ | ମାମଲା ବିଚାରଧୀନ ଥୂବା ବେଳେ ଏଭଳି ମନ୍ତବ୍ୟ ନହେବାକୁ କୋର୍ଟ ଏସପିଙ୍କୁ ତାଗିଦ କରିଛନ୍ତି । ଏହାସହ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଡିଜିପିଙ୍କୁ ଅବଗତ କରାଇବାକୁ କୁହାଯାଇଛି ।