ଅକ୍ଷୟ ତୃତୀୟା ର ବଶେଷତ୍ବ...
ଅକ୍ଷୟ ତୃତୀୟା ର ବଶେଷତ୍ବ...
୧. ଏହି ଦିନ ତ୍ରେତୟା ଯୁଗ ଆରମ୍ଭ ହୋଇଥୂଲା !
9. ଏହି ଦିନ ପାଣ୍ଡବଙ୍କୁ ଅକ୍ଷୟ ପାତ୍ର ମିଳିଥିଲା !
୩. ଏହି ଦିନ କରିଥିବା ଦାନ, ଧର୍ମ ଆଦି ଅକ୍ଷୟ ପୁଣ୍ୟ ପ୍ରଦାନ କରେ । !
ଅମୃତା
୪. ଗୃହ ନିର୍ମାଣ କିମ୍ବା ପ୍ରବେଶ ହେଉ ଶୁଭକର୍ମ ଆରମ୍ଭ କରିବା ପାଇଁ ଅକ୍ଷୟ ତୃତୀୟା ସର୍ବୋତ୍ତମ ଅଟେ !
୫.ଏହି ଦିନ ହିଁ ମହର୍ଷି ବ୍ୟାସଦେବ ଏବଂ ଭଗବାନ ଗଣେଶ ମହାଭାରତ' ଲେଖୁବା ଆରମ୍ଭ କରିଥିଲେ !
୬. ଏତିକି ନୁହେଁ, ଆଜିର ଦିନରେ ହିଁ ପବିତ୍ର ଗଙ୍ଗା ମାତା ମର୍ତ୍ତ୍ୟକୁ ଅବତରଣ କରିଥିଲେ !
୭. ଆଉ ଆମ ଓଡ଼ିଶା ପାଇଁ ଏହା ଅତି ଖାସ କାରଣ ଆଜିଠାରୁ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ର ପାଇଁ 'ରଥ ଅନୁକୂଳ' ହୋଇଥାଏ