କଟକର ଧବଳେଶ୍ବର ପୀଠରେ ଲାଗିଛି ଗହଳି ଚହଳି...
ବର୍ଷକ ଭିତରେ ସବୁଠାରୁ ଧାର୍ମିକ ମାସ ହେଉଛି, କାର୍ତ୍ତିକ ମାସ | ସେଥିଯୋଗୁ କଟକର ଧବଳେଶ୍ବର ପୀଠରେ ଲାଗିଯାଏ ଗହଳି ଚହଳି...
ପ୍ରଥମ ସୋମବାରରେ ଆଜି ବାବା ଧବଳେଶ୍ବରଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରି ଧନ୍ୟ ମନେ କରିଛନ୍ତି । କାର୍ଷୀକ ମାସ ସୋମବାରେ ବାବା ଧବଳେଶ୍ବରଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ଏହାକୁ ଆଧାର କରି ଆଜି ବାବା ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନଙ୍କର ସକାଳୁ ଭୀତ ଦେଖୁବାକୁ ମିଳିଥିଲା । ସୋମବାରର ରୀତି ନୀତି ଅନୁଯାୟୀ ସକାଳ ୪ ଘଟିକାରୁ ବାବଙ୍କର ପହୁଡ ଖୋଲା ହେବା ସହିତ ୧୦୮ କଳସ ଜଳ ଲାଗି କରାଯାଇ ବାବଙ୍କର ବଡସିଂହାର ବେଶ କରାଯାଇଥିଲା । ଭୀଡକୁ ନଜରରେ ରଖ୍ ଦବେତ୍ତୋର ø◌| ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମାନ କରାଯାଇଥିଲା ।