ଅଦିନିଆ ରଥଯାତ୍ରା ପାଇଁ ଓଡିଶା ସରକାର କିଙ୍କର୍ତ୍ତବ୍ୟ ବିମୁଢ଼ !
ଅଦିନିଆ ରଥଯାତ୍ରା ପାଇଁ ଓଡିଶା ସରକାର କିଙ୍କର୍ତ୍ତବ୍ୟ ବିମୁଢ଼ !
ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପର ରୋକ୍
ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଲେ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍
ଅଦିନ ରଥଯାତ୍ରା ବନ୍ଦ ପାଇଁ ଚିଠି ଲେଖିଥିଲେ ପୁରୀ ଜିଲ୍ଲାପାଳ
ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଅନୁରୋଧ କରିଥିଲେ ଜିଲ୍ଲାପାଳ
ଜୁଲାଇ ୧୦ରେ ରାଜସ୍ଥାନ ସିକରରେ ହୋଇଥାନ୍ତା ରଥଯାତ୍ରା
ରଥଯାତ୍ରା ରୋକିବାକୁ ଖାଟୁଶ୍ୟାମ ମଣ୍ଡଳକୁ ଅନୁରୋଧ କଲେ ସିକର ତହସିଲଦାର
ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଳନ ପାଇଁ ଅନୁରୋଧ