ଅପରେସନ "କ୍ରିଷ୍ଟାଲ ଫୋରଟ୍ରେସ" ରେ ବଡ ଅର୍ନ୍ତଜାତୀୟ ମେଥାର୍କେଟାମାଇନ୍ ଗୋଷ୍ଠୀର ପର୍ଦ୍ଦାଫାସ
ଅପରେସନ "କ୍ରିଷ୍ଟାଲ ଫୋରଟ୍ରେସ" ରେ ବଡ ଅର୍ନ୍ତଜାତୀୟ ମେଥାର୍କେଟାମାଇନ୍ ଗୋଷ୍ଠୀର ପର୍ଦ୍ଦାଫାସ ଏନସିବି ଏବଂ ଦିଲ୍ଲୀ ପୋଲିସକୁ ଅଭିନନ୍ଦନ ଜଣାଇଲେ ଶ୍ରୀ ଅମିତ ଶାହ
ପ୍ରଧାନମନ୍ତ୍ରୀଙ୍କ ନିଶା ନିଶା ମୁକ୍ତ ଭାରତର ଲକ୍ଷ୍ୟ ପାଇଁ ନିରବଚ୍ଛିନ୍ନ ବହୁ-ଏଜେନ୍ସି ସମନ୍ବୟର ଏକ ଚମତ୍କାର ଉଦାହରଣ ଥୂଲା ଏହି ଅପରେସନ
ଆମ ସରକାର ଅଭୂତପୂର୍ବ ଗତିରେ ନିଶାଦ୍ରବ୍ୟ କାରବାର କରୁଥିବା ଗୋଷ୍ଠୀଗୁଡ଼ିକୁ ଧ୍ୱଂସ କରୁଛନ୍ତି ନିଶାଦ୍ରବ୍ୟ ଅନୁସନ୍ଧାନରେ ଉପରୁ ତଳ ଏବଂ ତଳୁ ଉପର ଆଭିମୁଖ୍ୟକୁ ଜୋରଦାର ଭାବରେ ଅନୁସରଣ କରି, ନୂଆଦିଲ୍ଲୀରେ ୨୬୨ କୋଟି ମୂଲ୍ୟର ୩୨୮ କିଲୋଗ୍ରାମ ମେଥାନ୍ଵେଟାମାଇନ୍ ଜବତ ସହିତ ଦୁଇ ଜଣଙ୍କୁ
ଗିରଫ କରି ଏକ ସଫଳତା ହାସଲ କରାଯାଇଥିଲା
ଏହା ଦିଲ୍ଲୀର ମେଥାଫେଟାମାଇନର ସବୁଠାରୁ ବଡ ଜବତ ମଧ୍ୟରୁ ଅନ୍ୟତମ
ଅପରେସନ୍ "କ୍ରିଷ୍ଟାଲ୍ ଫୋରଟ୍ରେସ୍" ସିନ୍ଥେଟିକ୍ ଡ୍ରଗ୍ କାର୍ଟେଲ୍ ଏବଂ ସେମାନଙ୍କର ଅନ୍ତଃ-ଜାତୀୟ ନେଟୱାର୍କକୁ ଭାଙ୍ଗିବା ଉପରେ ଏନସିବିର ଅତୁଟ ଧ୍ୟାନକୁ ପ୍ରଦର୍ଶିତ କରୁଛି
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅପରେସନ "କ୍ରିଷ୍ଟାଲ ଫୋରଟ୍ରେସ ଟ୍ରେସ" ଅଧୀନରେ ବଡ ଅର୍ନ୍ତଜାତୀୟ ମେଥାମ୍ଫେଟାମାଇନ୍ ଗୋଷ୍ଠୀର ପର୍ଦାଫାସ କରିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସି (ଏନସିବି) ଏବଂ ଦିଲ୍ଲୀ ପୋଲିସର ମିଳିତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ง କାରବାରକ ଜୋରଦା ପ୍ଲାଟଫର୍ମରେ ଏକ ପୋଷ୍ ପାଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, "ଆମ ସରକାର ଅଭୂତପୂର୍ବ ଗତିରେ ନିଶାଦ୍ରବ୍ୟ ବାରକାରୀ ଗୋଷ୍ଠୀ ଷ୍ଠୀଗୁଡ଼ିକୁ ଧ୍ବଂସ କରୁଛନ୍ତି। ନିଶାଦ୍ରବ୍ୟ ଅନୁସନ୍ଧାନରେ ଉପରୁ ତଳ ଏବଂ ତଳୁ ଉପର ଆଭିମୁଖ୍ୟକୁ ରଦାର ଭାବରେ ଅନୁସର ନୁସରଣ କରି, ନୂଆଦିଲ୍ଲୀରେ ୨୬୨ ୬୨କୋଟି ମୂଲ୍ୟର ୩୨୮ କିଲୋଗ୍ରାମ େ ମେଥାଫେଟାମାଇନ୍ ଜବତ ସହିତ ଦୁଇ ଜଣ ଜଣଙ୍କୁ ଗିରଫ କରି ଏକ ସଫଳତା ହାସଲ କ କରାଯାଇଥିଲା। ନିଶା ମୁକ୍ତ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଙ୍କ ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହି ଅପରେସନ ନିରବଚ୍ଛିନ୍ନ ବହୁ-ଏଜେନ୍ସି ସମନ୍ବୟର ଏକ ଚମତ୍କାର ଉଦାହରଣ ଥିଲା। ଏନସିବି ଏବଂ ଦିଲ୍ମ ପୋଲିସର ମିଳିତ ଟିମକୁ ଅଭିନନ୍ଦନ ।
ସହଯେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଓପିଏସ ଶାଖା) ସ୍ବତନ୍ତ୍ର ସେଲ୍, (ସିଆଇ) ଦିଲ୍ଲୀ ପୋଲିସ ହଯୋଗରେ ଅପରେସନ କ୍ରିଷ୍ଟାଲ ଫୋରଟ୍ରେସ୍ ଅଧୀନରେ ଦିଲ୍ଲୀର ଛତରପୁରର ଏକ ଘରୁ ପ୍ରାୟ ୩୨୮ କିଲୋଗ୍ରାମ ଉଚ୍ଚ-ଗୁଣବତ୍ତା ମେଥାମ୍ଫେଟାମାଇନ୍ ଜବତ କରି ଏକ ଅର୍ନ୍ତରାଷ୍ଟ୍ରୀୟ ଚୋରା କାରବାର ନେଟୱାର୍କକୁ ଠାବ କରିଛି-ଏକ ସମନ୍ବିତ ଗୁଇନ୍ଦା ପରିଚାଳିତ ପଦକ୍ଷେପ ଯାହା ବିପୁଳ ସିନ୍ଥେଟିକ୍ ଡ୍ରଗ୍ ନେଟୱାର୍କକୁ ଟାର୍ଗେଟ କରୁଛି।
ଏହି ନିର୍ଣ୍ଣାୟକ କାର୍ଯ୍ୟ ହେଉଛି ଗୁଇନ୍ଦା ଏବଂ ବୈଷୟିକ ହସ୍ତକ୍ଷେପ ଆଧାରରେ ଗତ କିଛି ମାସ ଧରି ଏକ ନିରବଚ୍ଛିନ୍ନ ପ୍ରୟାସର ପରାକାଷ୍ଠା, ଯାହା ଏକ ସୁସଂଗଠିତ ଚୋରାଚାଲାଣ ଶୃଙ୍ଖଳାକୁ ଉନ୍ମୋଚନ କରିଛି, ଯାହା ଶେଷରେ ଏହି ପ୍ରମୁଖ ସଫଳତା ହାସଲ କରିଛି।
ନାଗାଲାଣ୍ଡର ଜଣେ ମହିଳାଙ୍କ ସମେତ ଦୁଇ ଜଣ ବ୍ୟକ୍ତିଙ୍କୁ ନାଗାଲାଣ୍ଡ ପୋଲିସ ସହାୟତାରେ ଅଟକ ରଖାଯାଇଛି, ଯାହାଙ୍କ ଘରୁ
ବିପୁଳ । ପରିମାଣର ସାଗ୍ରୀ ଜବତ କରାଯାଇଥିଲା, ସେମାନଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଚିହ୍ନଟ କରାଯାଇଛି ଯେଉଁଥୁରେ ବିଦେଶରୁ କାର୍ଯ୍ୟ କରୁଥିବା କିଙ୍ଗ୍ ପିନ୍ ଅନ୍ତର୍ଭୁକ୍ତ, ଯିଏ ଗତ ବର୍ଷ ଦିଲ୍ଲୀରେ ଏନସିବି ଦ୍ବାରା ୮୨.୫ କିଲୋଗ୍ରାମ ଉଚ୍ଚ ମାନର କୋକେନ୍ ଜବତ ମାମଲାରେ ମଧ୍ୟ ୱାଣ୍ଟେଡ । ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପାଇଁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଅନୁର୍ଜାତୀୟ ପ୍ରବର୍ତ୍ତନ ଅଂଶୀଦାରମାନଙ୍କ ସହ ସମନ୍ବୟ ରକ୍ଷା କରି ପ୍ରୟାସ ଜାରି ରହିଛି।
ଏହା ଦିଲ୍ଲୀର ମେଥାଫେଟାମାଇନର ସବୁଠାରୁ ବଡ ଜବତ ମଧ୍ୟରୁ ଅନ୍ୟତମ । ପ୍ରାଥମିକ ଅନୁସନ୍ଧାନ ସୂଚିତ କରେ ଯେ, ଏହି ଦଳ । ଏକାଧୂକ କୋରିଅର୍, ସୁରକ୍ଷିତ ଗୃହ ଏବଂ ସ୍ଥାନୀୟ ହ୍ୟାଣ୍ଡଲର୍ ମାଧ୍ୟମରେ କାର୍ଯ୍ୟ କରୁଥିଲା, ଉଭୟ ଭାରତ ଏବଂ ବିଦେଶୀ ବଜାରରେ ବିତରଣ ପାଇଁ ଦିଲ୍ଲୀ ଏକ ପ୍ରମୁଖ ହବ୍ ଭାବରେ ବ୍ୟବହୃତ ହେଉଥିଲା ।
ଅପରେସନ୍ "କ୍ରିଷ୍ଟାଲ୍ ଫୋରଟ୍ରେସ୍" ସିନ୍ଥେଟିକ୍ ଡ୍ରଗ୍ ଗୋଷ୍ଠୀ ଏବଂ ସେମାନଙ୍କର ଅର୍ନ୍ତଜାତୀୟ ନେଟୱାର୍କକୁ ଭାଙ୍ଗିବା ଉପରେ ଏନସିବିର ଅତୁଟ ଧ୍ୟାନକୁ ପ୍ରଦର୍ଶୀତ କରେ । ନିଶାଦ୍ରବ୍ୟ କାରବାର ବିରୋଧରେ ଲଢ଼ିବା ପାଇଁ, ଏନସିବି ନାଗରିକମାନଙ୍କ ସମର୍ଥନ ଚାହେଁ। ଯେ କୌଣସି ବ୍ୟକ୍ତି ମାନସ-ନ୍ୟାସନାଲ ନାର୍କୋଟିକ୍ସ ହେଲ୍ପଲାଇନ୍ ଟୋଲ୍ ଫ୍ରି ନମ୍ବର-୧୯୩୩ରେ ଫୋନ୍ କରି ନିଶାଦ୍ରବ୍ୟ ବିକ୍ରୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିପାରିବେ।