ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ ଠାବ

ଆନନ୍ଦପୁର : ଜଙ୍ଗଲରେ ଏକ ହାତୀ ଛୁଆର ମୃତ ଦେହ ଠାବ ହୋଇଛି । ହଦଗଡ ହାତୀ ଅଭୟାରଣ୍ୟରେ ଏକ ହାତୀ ଛୁଆର ମୃତ ଦେହ ଠାବ ହୋଇଛି । ହାତୀ ଛୁଆର ବୟସ ପାଖାପାଖି ୬ ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କେଉଁ କାରଣରୁ ହାତୀ ଛୁଆଟିର ମୃତ୍ୟୁ ଘଟିଛି ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Mar 10, 2024 - 15:27
 4
ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ ଠାବ