ଅଶ୍ଳୀଳ ଫୋଟୋ ଭାଇରାଲ କାରଣରୁ ବନ୍ଧା ହେଲେ ଯୁବକ
ନରସିଂହପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜୈନେକ ଯୁବତୀ ଙ୍କ ଅଶ୍ଳୀଳ ଫଟୋ ଏଡିଟିଂ କରି ଫେସବୁକ୍ ରେ ଫେକ୍ ଆକାଉଣ୍ଟ ପୋଷ୍ଟ କରିବା ଅଭିଯୋଗ ରେ ନରସିଂହପୁର ପୋଲିସ୍ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରତାପରୁଦ୍ରପୁର ଗ୍ରାମର ରମାକାନ୍ତ ଭୋଇ ଙ୍କ ପୁଅ ସଂଗ୍ରାମ ଭୋଇ 26 ବର୍ଷ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ସୂଚନା ଦେଇଛନ୍ତି।*
ରିପୋର୍ଟ :ରଶ୍ମିରଂଜନ ମିଶ୍ର
#avnews24#
ଭୁବନେଶ୍ୱର