ନିଶାମୁକ୍ତ ସମାଜ ଗଠନ ପାଇଁ "ମୋଦୀ ଯୁବା ମାରାଥନ"

Sep 8, 2025 - 22:39
 39
ନିଶାମୁକ୍ତ ସମାଜ ଗଠନ ପାଇଁ "ମୋଦୀ ଯୁବା ମାରାଥନ"

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେବ 'ମୋଦି ଯୁବା ମାରାଥନ୍'

ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଦେଲେ ସୂଚନା

ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ 'ମାରାଥନ୍'

ସକାଳ ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମ୍‌ରୁ ଜନତା ମୈଦାନ ଯାଏଁ ହେବ 'ମାରାଥନ୍'

ଏହି 'ମୋଦି ଯୁବା ମାରାଥନ୍' ରେ ସାମିଲ ହେବେ ପ୍ରାୟ ୧୦ ହଜାର ଯୁବକ

'ନିଶାମୁକ୍ତ ସମାଜ ଗଠନ' ପାଇଁ ସଚେତନତା ସୃଷ୍ଟି ମାରାଥନର ମୁଖ୍ୟ ଲକ୍ଷ୍ୟ

ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ