ଆଇନର ହାତ ବହୁ ଲମ୍ବା,

ଭିଡ଼ ହିଂସା ଲାଗି ନଥିଲେ ବି ଦଣ୍ଡ ସମାନ

May 13, 2026 - 13:49
 28
ଆଇନର ହାତ ବହୁ ଲମ୍ବା,

ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତିକ୍ରିୟା

ବିଶେଷ ପରିସ୍ଥିତିରେ ମବ୍ ଲିଞ୍ଚିଂ ସେକ୍ସନ ଲଗାଯାଏ

ଜାତି, ଧର୍ମ ଆଧାରରେ ୫ରୁ ଅଧିକଙ୍କ ସଂପୃକ୍ତି ଥିଲେ ଭିଡ଼ ହିଂସା ଧାରା ଲାଗେ

କିନ୍ତୁ ଏହି ପରିସ୍ଥିତିରେ ଏଭଳି କିଛି ହୋଇ ନଥିବାରୁ ଭିଡ଼ ହିଂସା ଧାରା ଲାଗିନି

ମବ୍ ଲିଞ୍ଚିଂରେ ଦଣ୍ଡ ଯାହା ହତ୍ୟାରେ ଦଣ୍ଡ ମଧ୍ୟ ସେୟା

ଯେଉଁମାନେ ଘଟଣାସ୍ଥଳରେ ଥିଲେ ସମସ୍ତେ ଯେ ମବ୍ ଲିଞ୍ଚିଂ କରିଛନ୍ତି ତାହା ନୁହେଁ

ପ୍ରତ୍ୟକ୍ଷଦର୍ଶୀ ଥିଲେ ମଧ୍ୟ , ତଦନ୍ତ ଆଧାରରେ ଦଣ୍ଡ ଦିଆଯିବ