ଆଉ ଗଡିବନି ରାପିଡୋ ବାଇକ...

Nov 19, 2026 - 11:53
 6
ଆଉ ଗଡିବନି ରାପିଡୋ ବାଇକ...

ରାଜ୍ୟରେ ବନ୍ଦ ହେବ ଉବେର ଓ ରାପିଡୋ ବାଇକ୍‌ ସେବା

ଉବେର ଓ ରାପିଡୋରେ ବ୍ୟବହୃତ ପ୍ରାଇଭେଟ ନଂ ୨ ଚକିଆ ଗାଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ

ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ

ମୋଟର ଭେଇକିଲ ଆକ୍ଟର ଉଲଂଘନ କରୁଥିବାରୁ ନିଆଗଲା ଏଭଳି ନିଷ୍ପତ୍ତି

ପ୍ରାଇଭେଟ ଗାଡ଼ିକୁ ଯାତ୍ରୀ ପରିବହନ କ୍ଷେତ୍ରରେ ବ୍ୟବହାର କରୁଥିବାରୁ ନିଷ୍ପତ୍ତି

ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଏହି ସେବା ଗୁଡ଼ିକ ବନ୍ଦ କରିବେ

ନିର୍ଦ୍ଦେଶ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ

ରାପିଡୋ, ତେବେ ଉବେର କାର ଓ ଅଟୋ ପୂର୍ବ ଭଳି ଚାଲିପାରିବ ବୋଲି ସ୍ପଷ୍ଟ କରାଯାଇଛି