ଆଉ ନାହାନ୍ତି ଶିବୁ ସୋରେନ୍ ମୁଖ୍ୟମନ୍ତ୍ରୀ I
ଆଉ ନାହାନ୍ତି ଶିବୁ ସୋରେନ୍ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ଙ୍କ ପରଲୋକ
୮୧ ବର୍ଷ ବୟସରେ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ
୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ରାଜନୀତିରେ ସକ୍ରିୟ
ଝାଡ଼ଖଣ୍ଡର ୩ ଥରର ମୁଖ୍ୟମନ୍ତ୍ରୀ ଥିଲେ
୮ ଥର ଲୋକସଭା ସାଂସଦ ନିର୍ବାଚିତ
୩ ଥର ରାଜ୍ୟସଭା ସାଂସଦ ନିର୍ବାଚିତ
ୟପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ
ମୋଟା ମୋଟି ଭାବରେ ସେ ଥିଲେ ଜଣେ ଦକ୍ଷ ସୁପରିଚିତ ପ୍ରବୀଣ ରାଜନୀତିଜ୍ଞ