ଆଜି ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜି ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପ ଝଟକାର ତୀବ୍ରତା ୩.୬ ରହିଛି । ଆଜି ସକାଳ ୯ଟା ୫୫ ମିନିଟରେ ଭୂମିକମ୍ପର ଏହି ଝଟକା ହୋଇଛି ବୋଲି ରେକର୍ଡ କରାଯାଇଛି ।

Mar 6, 2024 - 15:41
 3
ଆଜି ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଅନୁଭୂତ