ଆଜିର ଦିନ ଚର୍ଚ୍ଚା
ଆଜି ଅକ୍ଟୋବର ମାସ ୨୨ ତାରିଖ ୨୦୨୬ ମସିହା (ଗୁରୁବାର)
*ଶକାବ୍ଦ -୧୯୪୮*
*ସମ୍ବତ୍ -୨୦୮୩*
*ଦିଲ୍ଲୀଶ୍ବରାବ୍ଦ -୧୪୩୪*
*ସମ୍ବତ୍ସର- ରୌଦ୍ର*
*ଆଶ୍ୱିନମାସ- ଶୁକ୍ଳପକ୍ଷ*
*ତିଥି- ଏକାଦଶୀ ଦିବା ଘ୦୨/୩୧ ଗତେ ଦ୍ୱାଦଶୀ*
*ନକ୍ଷତ୍ର- ଶତଭିଷା ରାତ୍ରି ଘ୦୯/୧୫ ଗତେ ପୂର୍ବଭ।ଦ୍ର*
*ଚନ୍ଦ୍ର- କୁମ୍ଭ*
*ଯୋଗ- ଗଣ୍ଡ*
*କରଣ - ବିଷ୍ଟି*
*ସୌରମାସ- ତୁଳା ୦୬ ଦିନ*
lସୂର୍ୟୋଦୟ- ପ୍ରାତଃ ଘ୦୫/୪୮/୨୧
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୬/୩୫
*ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୩୧ ଗତେ ନୈରୁତେ*
*ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର*
*ତୁଳା ଓ କୁମ୍ଭ ରାଶି ର ଘାତବାର*
*ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
କାଳବେଳା ଓ ବାରବେଳା - ଦିବା ଘ୦୨/୨୨ ଗତେ ଘ୦୫/୧୫ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୪