ଆଜିର ଦିନ ଚର୍ଚ୍ଚା

Oct 2, 2026 - 07:28
 3

ଆଜିର ଦିନ ଚର୍ଚ୍ଚା 

ଆଜି ଅକ୍ଟୋବର ମାସ ୦୨ ତାରିଖ ୨୦୨୬ ମସିହା (ଶୁକ୍ରବାର)

*ଶକାବ୍ଦ -୧୯୪୮* 

*ସମ୍ବତ୍ -୨୦୮୩*

*ଦିଲ୍ଲୀଶ୍ବରାବ୍ଦ -୧୪୩୪*

*ସମ୍ବତ୍ସର- ରୌଦ୍ର*

*ଆଶ୍ୱିନମାସ- କୃଷ୍ଣପକ୍ଷ*

*ତିଥି- ଷଷ୍ଠୀ ଦିବା ଘ୧୦/୪୬ ଗତେ ସପ୍ତମୀ*

*ନକ୍ଷତ୍ର- ମୄର୍ଗଶିର। ରାତ୍ରି ଘ୦୪/୦୬ ଗତେ ଆର୍ଦ୍ରା*

*ଚନ୍ଦ୍ର- ବୃଷ ଦିବା ଘ୦୪/୫୩ ଗତେ ମିଥୁନ* 

*ଯୋଗ- ବ୍ୟତିପ।ତ*

*କରଣ - ବାଣିଜ୍ୟ*

*ସୌରମାସ- କନ୍ୟା ୧୬ ଦିନ*

ସୂର୍ୟୋଦୟ- ପ୍ରାତଃ ଘ୦୫/୪୨/୩୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୨/୨୨

*ଯୋଗିନୀ ପଶ୍ଚିମେ ଦିବା ଘ୧୦/୪୬ ଗତେ ବାୟବ୍ୟେ*

*ବିଛା ରାଶିର ଘାତଚନ୍ଦ୍ର*

*ବିଛା,ଧନୁ ଓ ମୀନ ରାଶି ର ଘାତବାର*

*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ମୄତେ ଦିବା ଘ୧୦/୪୬ ଗତେ ଏକପାଦ ପୁଷ୍କରଦୋଷ*

କାଳବେଳା ଓ ବାରବେଳା - ଦିବା ଘ୦୮/୪୦ ଗତେ ଘ୧୧/୩୯ ମଧ୍ୟେ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୦ ମଧ୍ୟେ ଓ ଘ୦୭/୧୭ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୦୬ ଗତେ ଘ୦୩/୧୮ମଧ୍ୟେ*

ବିଶୁଦ୍ଧ ମାହେନ୍ଦ୍ର ବେଳ।- 

ନ।ସ୍ତି

ଆଜି ନିମ୍ବ ଦିବା ଘ୧୦/୪୬ ଗତେ ତାଳ ଭକ୍ଷଣ ନିଷେଧ