ଆତଙ୍କବାଦୀଦ୍ୱରା ନିହତ ଓଡ଼ିଆ ପୁଅକୁ ଶ୍ରଦ୍ଧାଞ୍ଜଳି ପାଇଁ ମୁଖ୍ୟମନ୍ତ୍ରୀ .

ଆତଙ୍କବାଦୀଦ୍ୱରା ନିହତ ଓଡ଼ିଆ ପୁଅକୁ ଶ୍ରଦ୍ଧାଞ୍ଜଳି ପାଇଁ ମୁଖ୍ୟମନ୍ତ୍ରୀ . ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ସ୍ୱର୍ଗତଃ ପ୍ରଶାନ୍ତ ଶତପଥୀଙ୍କ ଗ୍ରାମ ଇସାଣିରେ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ସରକାରୀ ଦଳର ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରିପୋର୍ଟ ରଶ୍ମିରଂଜନ ମିଶ୍ର AV News ଭୁବନେଶ୍ୱ

Apr 24, 2025 - 18:50
 17
ଆତଙ୍କବାଦୀଦ୍ୱରା ନିହତ ଓଡ଼ିଆ ପୁଅକୁ ଶ୍ରଦ୍ଧାଞ୍ଜଳି ପାଇଁ ମୁଖ୍ୟମନ୍ତ୍ରୀ .