ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର : ବିଜେଡି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଲିଷ୍ଟ ଜାରି କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରେଙ୍ଗାଲି-ସୁଦର୍ଶନ ହରିପାଲ ରାଉଲକେଲା-ଶାରଦା ନାୟକ ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ କେନ୍ଦୁଝର-ମୀନା ମାଝୀ ରାଇରଙ୍ଗପୁର-ରାଇସିଂ ମୁର୍ମୁ ବାଲେଶ୍ୱର-ସ୍ୱରୂପ ଦାସ ବାରବାଟୀ କଟକ- ପ୍ରକାଶ ବେହେରା ସାଲେପୁର- ପ୍ରଶାନ୍ତ ବେହେରା ଜୟେଦେବ-ନବକିଶୋର ମଲ୍ଲିକ