ଆପଣ କୁକୁର ଘରେ ରଖିଛନ୍ତି କି ? ସାବଧାନ ! ଭୁଲ ପାଇଁ ଦଣ୍ଡିତ ହୋଇ ପାରନ୍ତି...

Aug 28, 2026 - 12:34
 15
ଆପଣ କୁକୁର ଘରେ ରଖିଛନ୍ତି କି ?  ସାବଧାନ ! ଭୁଲ ପାଇଁ ଦଣ୍ଡିତ ହୋଇ ପାରନ୍ତି...

କୁକୁର ରଖିଥିବା ମାଲିକଙ୍କୁ ଚେତାବନୀ ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। 

ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ କହିଲେ ମେୟର।

ସେ ପ୍ରକାଶ କରିଛନ୍ତି ଯେ, କୁକୁରକୁ ବାହାରକୁ ନେଇ ମଳତ୍ୟାଗ କରାଇଲେ କାର୍ଯ୍ୟାନୁଷ୍ଠାନ ହେବ। 

କୁକୁର ଦ୍ୱାରା କାହାକୁ ଅସୁବିଧାରେ ନ ପକାଇବା ପାଇଁ ଜନସାଧାରଣଙ୍କୁ ମେୟର ଅପିଲ୍ କରିଛନ୍ତି।