ଆମେରିକା ରାଷ୍ଟ୍ରପତିଙ୍କ ଜନ୍ମ ଦିନରେ ଉପଲବଧ ହେବ ବିଶ୍ୱସ୍ତରୀୟ ଉପହାର...
ଆମେରିକା ରାଷ୍ଟ୍ରପତିଙ୍କ ଜନ୍ମ ଦିନରେ ଉପଲବଧ ହେବ ବିଶ୍ୱସ୍ତରୀୟ ଉପହାର...
ଖୋଲିବ ହର୍ମୁଜ ପ୍ରଣାଳୀ
ଅବରୋଧ ହଟାଇବ ଆମେରିକା
ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ୍ର ସହମତି
ଯୁଦ୍ଧ ରୋକିବାକୁ ଶାନ୍ତି ଚୁକ୍ତି ପାଇଁ ଉଭୟ ଦେଶ ସହମତ
ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ସ୍ବାକ୍ଷରିତ ହେବ ଐତିହାସିକ ଶାନ୍ତି ଚୁକ୍ତି
୮୦ତମ ଜନ୍ମଦିନ ଅବସରରେ ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା
ଐତିହାସିକ ଶାନ୍ତି ଡିଲ୍ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ହେଲା ଅନ୍ତ
ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା