ଆନ୍ତର୍ଜାତୀୟ ସ୍ତରରେ ହେବ ୧୪ ସୂତ୍ରୀ MoU...
ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍ଟ MoU ଜାରି କଲା ଇରାନ୍
ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସ୍ବାକ୍ଷରିତ ହେବ ୧୪ ସୂତ୍ରୀ MoU
ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଡିଲ୍ରେ ରହିଛି ୧୪ ପ୍ରମୁଖ ସର୍ତ୍ତ
୩୦ ଦିନ ଭିତରେ ହର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା
୬୦ ଦିନ ମଧ୍ୟରେ ଇରାନ୍ର ଫ୍ରିଜ୍ ହୋଇଥିବା ୧୨ ବିଲିଅନ୍ ଡଲାର ରିଲିଜ କରିବ
ଇରାନ୍ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବନି ଆମେରିକା
ଆମେରିକୀୟ ସୈନ୍ୟ ଇରାନ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ତୁରନ୍ତ ହଟିବେ
ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ
ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା
ଇରାନ୍ରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦେବ ଆମେରିକା
ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନଡଲାର ସହାୟତା ଦେବେ
ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ୍