ଆର ପାରିରେ କଣ୍ଠଶିଳ୍ପୀ ହୁମାନ ସାଗର

Nov 18, 2025 - 08:57
 19
ଆର ପାରିରେ କଣ୍ଠଶିଳ୍ପୀ   ହୁମାନ ସାଗର

ଆର ପାରିରେ କଣ୍ଠଶିଳ୍ପୀ ହୁମାନ ସାଗର 

AIIMS ରେ ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲେ

ସେ ଅନେକ ରୋଗରେ ପୀଡିତ ବହୁ ଦିନ ଧରି ରହିଥିଲେ

ସେ ମୁଖ୍ୟତଃ କିଡ଼ନୀ ଓ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିଲେ

ମୃତ୍ୟବେଳକୁ ତାଙ୍କୁ ୩୪ ବର୍ଷ ହୋଇଥିଲା 

ସେ ୧୦୦ ରୁ ଉର୍ଧ୍ଵ ହିଟ ଗୀତ ଗାଇଥିଲେ

ସେ 'ଭଏସ ଅଫ ଓଡିଶା' ୨୦୧୨ ରେ ହୋଇଥିଲେ

ତାଙ୍କର ପ୍ରଥମ ଗୀତ ଥିଲା 'ଇସ୍କ ତୁ ହି ତୁ' ଫିଲ୍ମ ରେ

ତାଙ୍କର ଶେଷ ଗୀତ ଥିଲା 'ଚାରିଧାମ' ଫିଲ୍ମରେ

ତାଙ୍କର ଜନ୍ମ ଟିଟିଲାଗଡ଼-:୨୫-୧୧-୧୯୯୦

ତାଙ୍କର ଦେହାନ୍ତ-:ଭୁବନେଶ୍ୱର ୧୭-୧୧-୨୦୨୫

ତାଙ୍କର ଅକାଳ ମୃତ୍ୟୁ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳୀ ଓ ଅମର ଆତ୍ମାର ସଦଗତିରେ ବିନମ୍ର ନିବେଦନ ଜଣାଉଛୁ