ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ...
କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି।
ଆଜି ଠାରୁ ୫ ତାରିଖ ଯାଏଁ ଚାଲିବ ପକ୍ଷୀ ଗଣନା।
ପକ୍ଷୀ ଗଣନା ପାଇଁ ୪ଟି ଟିମ୍ ଗଠନ କରାଯାଇଛି।
ପ୍ରାୟ ୧୦ଟି ପ୍ରଜାତିର ପକ୍ଷୀଙ୍କ ଗଣନା କରାଯିବ।