ଆରମ୍ଭହେଲା ମୌସୁମୀ ଅଧୂବେଶନ

Sep 18, 2025 - 12:06
 6
ଆରମ୍ଭହେଲା ମୌସୁମୀ ଅଧୂବେଶନ

ଆଜି ଠାରୁ ଆରମ୍ଭହେଲା ମୌସୁମୀ ଅଧୂବେଶନ

ଏହି ଅଧୂବେଶନ ଆଜିଠାରୁ ଆରମ୍ଭହୋଇ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ

ଦିବଂଗତ ୬ ଜଣ ପୂର୍ବତନ ସଦସ୍ୟଙ୍କ ପାଇଁ ହେଲା ନୀରବ ଶ୍ରଦ୍ଧାଞ୍ଜଳୀ

ଏହି ଅଧିବେଶନ ରେ ରହିଛି ୭ଟି କାର୍ଯ୍ୟ ଦିବସ