'ଆଳାପ' ଆପର ଆରମ୍ଭ...

Jan 9, 2026 - 16:30
 10
'ଆଳାପ' ଆପର ଆରମ୍ଭ...

'ଆଳାପ' ଆପର ଆରମ୍ଭ...

ଭୁବନେଶ୍ବର: ଓଡ଼ିଶାରେ ସ୍ବଦେଶୀ ଇମେଲ ବ୍ୟବହାର କରିବେ ସରକାରୀ କର୍ମଚାରୀ। ଓକାକ୍ ପକ୍ଷରୁ ଏହି ‘ଆଳାପ' ଆପ୍‌କୁ ତିଆରି କରାଯାଇଛି। ଭିଡିଓ କନ୍‌ଫରେନିଂ ସହିତ ଇମେଲ୍ ପଠାଇବା ପାଇଁ ଆଳାପର ବ୍ୟବହାର କରାଯିବ। ସ୍ବଦେଶୀ ଆପର ବ୍ୟବହାର ଦ୍ବାରା ଡାଟା ଚୋରିର ଭୟ ଦୂର ହେବ। ଏହି ଆପର ବ୍ୟବହାର ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ନିର୍ଦ୍ଦେଶନାମା କରିଛି।